୩୧୭ ରନ୍‌ଥି ଜିତ୍‌ଲା ଭାରତ

ଅଶ୍ୱିନ୍ ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌, ରୋହିତ୍‌କଁର୍ ଶତକ୍‌ର ସବୁଆଡେ ପ୍ରଶଂସା । ପିଚ୍‌କେ ନେଇକରି କ୍ରିକେଟ୍ ଜଗତ୍‌ନେ ବଡ୍ ଚର୍ଚ୍ଚା ।

0

ଭାରତ ଆଉ ଇଂଲଣ୍ଡ ଭିତରେ ଚେନ୍ନେଇଠାନେ ଚାଲିଥିବାର୍ ଦୁଇ ନମ୍ବର୍ ଟେଷ୍ଟ୍‌କେ ୩୧୭ନେ ଜିତିଯାଇଛେ ଭାରତ୍ । ଇଂଲଣ୍ଡ୍ ସାମନେ ଭାରତ ଜିତବାର୍ ଲାଗି ୪୮୨ର ଲକ୍ଷ ରଖିଥିଲା । ସେତାର୍ ପିଛା କରି କରି ପୁରା ଇଂଲଣ୍ଡ ଦଲ୍ ୧୬୪ ରନ୍‌ନେ ଅଲ୍‌ଆଉଟ୍ ହେଇଯାଇଥିଲା । ଭାରତ୍ ଆଡୁ ଅକ୍ଷର୍ ପଟେଲ୍ ୫ଟା ୱିକେଟ୍ ନେଇଥିଲେ । ଇହାଦେ ସିରିଜ୍ ୧-୧ ନେ ଅଛେ ଆଉ ହେଥିର୍ ଲାଗି ଆଏବାର୍ ମ୍ୟାଚ୍ ନେ ଜୋର୍‌ଦାର୍ ଫାଇଟ୍ ହେବା ।


ଇ ଟେଷ୍ଟ୍‌ନେ ବଲ୍ ଆଉ ବ୍ୟାଟ୍ ଦୁହିଥି ଜୋର୍‌ଦାର୍ ପ୍ରଦର୍ଶନ୍ କରିଥିବାର୍ ହେତୁନୁ ରବିଚନ୍ଦ୍ରନ୍ ଅଶ୍ୱିନକୁଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହିସାବେ ବଛା ଯାଇଥିଲା । ପହେଲା ପାଲିନେ ରୋହିତ୍ ଯେନ୍ ହିସାବେ ଖେଲିକରି ୧୬୧ ରନ୍ କରିଥିଲେ ସେତାର୍ ବି ସବୁଆଡେ ଚର୍ଚ୍ଚା ହେଉଛେ । ବାକି ପିଚ୍‌କେ ନେଇକରି ଇହାଦେ ଗୁଟେ ବାଦ୍ ବିବାଦ୍‌ର ମୂଲ୍ ହେଇ ଯାଇଛେ । ଇଂଲଣ୍ଡ ଦଲ୍‌ର ପ୍ରଶଂସକ୍ ମାନେ କହିଛନ୍‌ଯେ ଭାରତ୍ ଜିତବାର୍‌ଲାଗି ସବୁବେଲେ ଟର୍ଣିଂ ପିଚ୍ ବନାସି । ଭାରତର ପ୍ରଶଂସକ ମାନେବି ଇତାର୍ ଉତ୍ତର୍ ରଖିକି କହିଛନ୍ ଯେ ଇଂଲଣ୍ଡ ଦଲ୍ ହାରିଗଲେ ଏନ୍ତା ନିହେଲା କଥା ମାନେ କହେସି । ଇ ସବୁଥିର୍ ଲାଗି ଆଏବାର୍ ମ୍ୟାଚ୍‌ଟା ପୁରା ଜୋର୍‌ଦାରିଆ ହେବା ବଲିକରି ସଭେ ଆଶ୍ ରଖିଛନ୍ ।

Leave A Reply

Your email address will not be published.