ଗଲା ବଛର୍ କରୋନା ମହାମାରୀ ଲାଗି ତାଲବନ୍ଦ୍ ହେଇଥିବାର୍ ନୁ ସମ୍ବଲପୁର୍ ର୍ ମାଁ ସମଲେଇକଁର୍ ମନ୍ଦିର୍ ବି ବନ୍ଦ୍ ରହିଥିଲା । ଇହାଦେ ଫେର୍ ଥରେ ରାଏଜ୍ନେ କରୋନା ୨ନଂ ଲହର୍ ଫିରିଥିବାର୍ନୁ ରାଜ୍ୟ ସରକାର୍ ମେ ୫ ତାରିଖ୍ ନୁ ୧୯ ତାରିଖ୍ ତକ୍ ସାରା ରାଏଜ୍ନେ ତାଲାବନ୍ଦ୍ କରିଛନ୍ । ଯେନଥିର୍ ଲାଗି ଆଏବାର୍ ୫ ତାରିଖ୍ନୁ ସମଲେଇ ମନ୍ଦିର୍ ଫିର୍ଥରେ ବନ୍ଦ୍ ହେବାର କେ ଯାଉଛେ । ମନ୍ଦିର୍ ଭିତ୍ରେ କାଣା କାଣା କଟକଣା ଲାଗୁ କରାଯାଇଛେ ସେ ବାବ୍ଦେ ଦେଖ୍ମା ପହରାର୍ ଇ ଭିଡିଓନେ