ପହେଲା ଥର ଉଡବା ନନ୍ ଷ୍ଟପ୍ ମହିଲା କ୍ରିଉ୍ ବିମାନ୍‌

ସାନଫ୍ରାନ୍ସିସ୍‌କୋନୁ ବେଙ୍ଗାଲୁରୁକେ ଏୟାର ଇଣ୍ଡିଆର ପହେଲା ନନ୍‌ଷ୍ଟପ୍ ବିମାନ୍ ସେବା ମୁଲ୍‌

0

ସାନଫ୍ରାନ୍ସିସ୍‌କୋନୁ ବେଙ୍ଗାଲୁରୁକେ ଏୟାର ଇଣ୍ଡିଆର ପହେଲା ନନ୍‌ଷ୍ଟପ୍ ବିମାନ୍ ସେବା ଆଏଜ୍ ଠାନୁ ଆରମ୍ଭ ହେଲା । ବିମାନ୍ ସେବା ମୁଲ୍ ହେଲା ଉତାରୁ ଯାତ୍ରୀକଁର ଭିତରେ ଉସନାକି ଦେଖବାକେ ମିଲିଛେ । ଏତକର ଯାତ୍ରୀ ସାନ୍‌ଫ୍ରାନ୍ସିସକୋନୁ ବେଙ୍ଗାଲୁରୁକେ ସିଧା ଆସିପାରବେ । ଭାରତୀୟ ବିମାନ ସେବାନେ ଇଟା ପହେଲା ସବୁନୁ ଲମ୍ବା ଫ୍ଲାଇଟ୍ ସେବା ହିସାବେ ରହିଛେ ।

ତ ଇ ସବୁ ଭିତରେ ଗୁଟେ ବଡ କଥା ହେଲା କି ଇଥରେ ଭିଲ୍ ଟୁକେଲ୍ ପାୱାର ଦେଖବାକେ ମିଲିଛେ । ମହିଲା କ୍ରିଉ ମେମ୍ବର ବିମାନ୍ ଉଡାବାର ସାଙ୍ଗେ ସେବା ଯୁଗାବାର ଲାଗି ଇଥରେ ନିୟୋଜିତ୍ ହେଇଛନ୍ । ଖାଲି ମହିଲା ପାଇଲଟ୍‌କୁଁ ନେଇକରି ୨୩୮ପାସେଞ୍ଜରକୁଁ ନେଇକରି ଆଏବେ । ୧୩, ୯୯୩ କିଲୋମିଟର ଦୂରତା ପାର୍ ହେଇକରି ୧୩ ଘଣ୍ଟାର ଯାତ୍ରା କରିକିନା ଆଏବେ ଯାତ୍ରୀ । କ୍ୟାପଟେନ୍ ଜୋୟା ଅଗ୍ରୱାଲ୍‌କଁର ଲେଖେଁ ପାଇଲଟ ଇଥରେ ରହିଥିବାର ବେଲକେ ଇତାକେ ସବୁନେ ସ୍ୱାଗତ୍ କରାଯାଇଛେ ।

Leave A Reply

Your email address will not be published.