‘କୋଭିସିଲ୍ଡ‌’ ଟିକା ନେଲେ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ‘ର ସିଇଓ ଆଦର୍ ପୁନାୱାଲା

0

ଆଜି ସାରା ଦେଶ୍ ନେ ଟିକାଦାନ୍ ପ୍ରକ୍ରିୟା ଆରମ୍ଭ ହେଇଥିବାର୍ ବେଲ୍‌କେ ସବୁ ଆଡେ ଟିକା ଦାନ୍ କରାଯାଇଛେ । ଦେଶ୍ ନେ କୋଭିସିଲ୍ଡ ଆର୍ କୋଭେକ୍ସିନ୍ ଟିକା କେ କରୋନା ଟିକା ହିସାବେ ଟିକା ଦାନ୍ କରାଯାଇଛେ । ଟିକା ଦାନ୍ ନେ ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର୍ ପୁନାୱାଲା ତାକଁର୍ କମ୍ପାନୀ ତିଆରି କରିଥିବାର୍ କୋଭିସିଲ୍ଡ ର ଗୁଟେ ଡୋଜ୍ ନେଇଛନ୍ । ସେନ୍ତା ଦେଶ୍ ର ଭିନ୍ ଭିନ୍ ଜାଗା ନେ ଟିକା ଦାନ୍ କରାଯାଇଛେ । ପହେଲା ଫେଜ୍ ନେ ସବୁ ସ୍ୱାସ୍ଥ୍ୟକର୍ମୀ ମାନକୁଁ ଟିକା ଦାନ୍ କରାଯାଇଛେ । କୋଭିସିଲ୍ଡ ଟିକା ନିରାପଦ୍ ହେଇଥିବାର୍ ନୁ କୋଭିସିଲ୍ଡ ଟିକା କେ କେନ୍ଦ୍ର ସରକାର୍‌କଁର୍ ଆଡୁ ଭାରତ୍ ନେ ପହେଲା ଅନୁମତି ଦିଆଯାଇଥିଲା । ତାର୍ ଉତାରୁ ଇତାକେ ଦେଶ୍‌ର୍ ସବୁ ଜାଗା କେ ଟିକା ଦାନ୍ ଲାଗି ପଠାଯାଈଥିଲା ।

Leave A Reply

Your email address will not be published.