Browsing Tag

SUBARNAPUR

ଘରୁ ଟେକିନେଇକରି ମାରିଦେଲା ହାତୀ

ହାତୀ ଆକ୍ରମଣନେ ଜନେ ବୁଢାକଁର ଜୀବନ୍ ଯାଇଛେ । ଘଟନାଟା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଲର ପଣକିଟାଲ ଗାଁନେ ଦେଖବାକେ ମିଲିଛେ । ଘରେ ଶୁଇଥିବାର ବେଲକେ ବୃଦ୍ଧ ଜନକୁଁ ଘରୁ ଟେକି ଆନିକରି କଚଡେଇକରି ମାରିଦେଲା ହାତୀ । ମୃତକ୍ ଜନକ୍ ହେଉଛନ୍ ନାରାୟଣ ଭୂଇଁ । ସୂଚନା ହିସାବେ ପାହାନ୍ତିଆ…

ଦିହେ କିରାସିନି ଢାଲିକରି ନିଆଁ ଲଗେଇଦେଲେ ନୂଆଁବହ

ନୂଆଁକରି ବିହା ହେଇଥିବାର ମହିଲାକଁର ଆତ୍ମହତ୍ୟା । ସୁବର୍ଣ୍ଣପୁର ଡୁଙ୍ଗରିପାଲି ଥାନା ବେହେରାମାଲ ଗାଁନେ ଏନ୍ତା ଘଟନା ଦେଖବାକେ ମିଲିଛେ । ଗଲାକାଲି ଡେର୍ ରାଏତ୍ ଗାଁର ଭାନୁମତୀ ଧାରୁଆ ଦିହେ କିରାସିନି ଢାଲିକରି ଆତ୍ମହତ୍ୟା କରିଥିବା ଜନାପଡିଛେ । ସ୍ୱାମୀ ସ୍ତ୍ରୀକଁର ଭିତରେ ଗାଲି ଝଗଡ…

ଭାଗବତ ପାଠାଗର ସଦସ୍ୟକଁର ନୂଆଁ ଚେଷ୍ଟା

ତନ୍ତ୍ର,ମନ୍ତ୍ର, ଯନ୍ତ୍ରର ପୀଠ୍ ହେଉଛେ ସୁବର୍ଣ୍ଣପୁର ଜିଲ୍ଲା । ଗଡଜାତ୍ ସହର ହିସାବେ ଜନା ଇ ସହରକେ ମନ୍ଦିର ମାଲିନୀ କୁହାଯାଉଥିବାର ବେଲକେ ଇଠାନେ ରହିଛନ୍ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଆର୍ ଅଷ୍ଟ ଚଣ୍ଡି । ଶକ୍ତି ପୀଠ୍ ମାନେ ଇଠାନେ ଥିବାର ଲାଗି ପୁରାତନ୍ ଯୁଗନୁ ଇତାକେ ନିଜର ସାଧନା ସ୍ଥଲ…

ସୁନ୍ଦର ହେବା ସୁବର୍ଣ୍ଣପୁର

ଆଏବାର ଦିନେ ସୋନପୁର ଆହୁରି ସୁନ୍ଦର ସହର ହେଇକରି ବନବା । ଇଥିର ଲାଗି ରାଜ୍ୟ ସରକାର କେତେନି ଚେଷ୍ଟା କରୁଛନ୍ । ଗଲାକାଲି ବିଜେଡିର ୨୪ ନମ୍ବର ପ୍ରତିଷ୍ଠା ଦିବସନେ ସେନପୁରନେ ହେଉଥିବାର ସଭାନେ ଯୋଗ ଦେଇକରି କହିଛନ୍ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ । ସୁବର୍ଣ୍ଣପୁର…

ହେଲମେଟ୍ ନାଇଁ ପିନ୍ଧଲେ ବଢବା ଅସବିଧା

ଇହାଦେ ରାଜ୍ୟ ପରିବହନ୍ ବିଭାଗ ଆଡୁ ଗାଡି ମଟର ନିୟମ ଉପରେ ଜୋରଦାର ଚେକିଂ କରାଯାଉଛେ । ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନେ ଆଂଚଳିକ୍ ପରିବହନ୍ ବିଭାଗ ଆରୁ ପୁଲିସ ଅଧିକାରୀ ମାନେ ଚଢଉ ଚଲେଇଛନ୍ । ସବୁର୍ଣ୍ଣପୁରନେ ଭିଲ୍ ଜୋରଦାର୍ ଚାଲିଛେ ଗାଡିମଟର ଯାଂଚ । ଆଂଚଳିକ୍ ପରିବହନ୍ ବିଭାଗ ଆର ପୁଲିସ୍…