‘ହୁ’ର ରିପୋର୍ଟ

କରୋନା ରୁଗୀଙ୍କର ଚିକିତ୍ସାନେ ଅସର ନାଇଁ ହେବାର ରେମଡେସିଭର ଔଷଧ

0

କରୋନା ଚିକିତ୍ସା ଲାଗି ରେମଡେସିଭର ଔଷଧ ରୁଗୀଙ୍କୁ ଦିଆଯାଉଛେ । ଇ ମେଡିସିନ୍ ରୁଗୀଙ୍କର ଚିକିତ୍ସାନେ ଭଲ କାମ ଦେଉଥିବାର ପହେଲାନୁ କୁହାଯାଇଥିଲା । ହେଲେ ଇହାଦେ ବିଶ୍ୱ ସ୍ୱାସ୍ଥ୍ର ସଂଗଠନ ‘ହୁ’ ଆଡୁ ଦୁଶରା କଥା କୁହାଯାଉଛେ । କରୋନା ରୁଗୀଙ୍କର ଉପରେ ରେମଡେସିଭର ଅସର ବହୁତ କମ୍ ରହିଛେ । କରୋନା ରୋଗୀଙ୍କର ମରନ୍ ରୋକବାରନେ ଇତାର ଜହ ଭୂମିକା ନାଇଁନ ବଲି ‘ହୁ’ ଆଡୁ କୁହାଯାଇଛେ ।

୩୦ଟା ଦେଶର ୧୧ହଜାର ୨୬୬ ଝନ ଲୋକଙ୍କୁ ନେଇକରି ଗୁଟେ ଗବେଷଣା କରାଯାଇଥିଲା । ଆର ଇ ସମିୟାନେ ସଭିଙ୍କୁ ୪ଟା ଔଷଧ ଦିଆଯାଇଥିଲା । ରେମଡେସିଭିର, ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌, ଲୋପିନାଭିର୍ ଆର ଇଂଟରଫେରନ୍ ଦିଆଯାଇଥିଲା । ଯାର ବାଦ୍ ଝନାପଡିଛେ ଯେ ଇ ୪ଟା ଔଷଧ କରୋନା ରୁଗୀ ସେବନ କଲେ ଆକ୍ରାନ୍ତଙ୍କର ଉପରେ ିତାର ଅସର ଜହ ନାଇଁନ । ୨୮ ଦିନ ଧରି କରି ହେଇଥିଲା ଇତାର ଉପରେ ଗବେଷଣାନେ କରୋନା ରୋଗୀଙ୍କର ଉପରେ କେନସି ଅସର ନାଇଁ ପକାଇଥାଇ । ଏନ୍ତାକି କରୋନା ରୋଗୀଙ୍କର ମରନ ରୋକବାର୍‌ନେ ଭିଲ କେନସି ଅସର ନାଇଁମିଲିଥିବାର ରିପୋର୍ଟନେ ଆସିଛେ ।

Leave A Reply

Your email address will not be published.