ଏମଏସଏମଇ ଲାଗି ମୁଖ୍ୟମନ୍ତ୍ରୀକଁର କୋଭିଡ୍ ପେକେଜ୍ ରାଜ୍ୟ ଏମଏସଏମଇ ଲାଗି ୨୮୯.୪୨ କୋଟି ଟଙ୍କା ଅନୁଦାନ୍ ଘୁଷନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାମୁଖିଆ ଖବର By Vandana Mishra Last updated Dec 15, 2020 0 Share କରୋନା କାଲନେ ଇତାର ମୁକାବିଲା ଆରୁ ଅର୍ଥନୀତିକେ ଠିକ୍ କରବାର ଲାଗି ରାଜ୍ୟ ସରକାର ଆର ଗୁଟେ ପଦକ୍ଷେପ ନେଇଛନ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ ଲାଗି ୧୮୯.୪୨ କୋଟି ଟଙ୍କାର ପେକେଜ୍ ଘୁଷନା କରିଛନ୍ । ରାଜ୍ୟନେ ଥିବାର ଅଣୁ,କ୍ଷୁଦ୍ର, ଆରୁ ମଧ୍ୟମ ବର୍ଗର ଉଦ୍ୟୋଗୀକଁର ଲାଗି ସହାୟତା ଟଙ୍କା ଘୁଷନା କରାଯାଇଛେ । ଇ ପେକେଜ୍ ଆଡୁ ସୁଧ ଲାଗି ଅନୁଦାନ, ସବସିଡି, ରାଜ୍ୟ ଜିଏସଟି ଫେରସ୍ତ, ଆରୁ ସଂସ୍ଥାର ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଛାଡ୍ କରାଯିବା । ବେଶୀ କରି ମହିଲା ଆରୁ ଦୁର୍ବଲ ଶ୍ରେଣୀର ଉଦ୍ୟେଗୀକୁଁ ଇଆଡୁ ସାହାଜ୍ ମିଲିପାରବା । ୧ ଲାଖ୍ ୭୦ ହଜାର ଏମଏସଏମଇକେ ସୁଧ ଲାଗି ଅନୁଦାନ ଦିଆଯିବା । ସୁଧ ଉପରେ ଅନୁଦାନ ଲାଗି ଜରୁରୀକାଳିନ କ୍ରେଡିଟ୍ ଲାଇନ୍ ଗେରେଣ୍ଟି ସ୍କିମ୍ନେ ଗୁଟେ ବରଷ୍ ମୋରାଟୋରିୟମ୍ ହିସାବେ ମିଲାବା । ମହିଲା ମାନକଁର ଆଡୁ ପରିଚାଳିତ୍ ୪୦ ଭାଗ ଅଣୁ, କ୍ଷୁଦ୍ର ଆରୁ ମଧ୍ୟମ ଉଦ୍ୟୋଗ ଲାଗି ୧୦୮.୨୯ କୋଟି ଟଙ୍କା ଦିଆଯାଇଛେ । ପିଏମ୍ଇଜିପି ଅଧିନନେ ୨୦୨୦-୨୧ ବରଷ୍ ଲାଗି ଆର୍ଥିକ୍ ହିସାବେ ଦୁର୍ବଲ୍ ଥିବାର ଲୁକକୁଁ ସବସିଡି ଉପରେ ୫ ଭାଗ୍ ପ୍ରମୋଟର କଣ୍ଟ୍ରିବ୍ୟୁସନ୍ ହିସାବେ ବେବସ୍ଥା କରାଯାଇଛେ । ଇଥିର ଲାଗି ୨୭ କୋଟି ଟଙ୍କା ମଂଜୁର ହେଇଛେ । ସେନ୍ତା ଖାଦ୍ୟ ଶିଳ୍ପ ସହାୟତା ଯୋଜନାନେ କେନ୍ଦ୍ରର ୬୦ ଆରୁ ରାଜ୍ୟର ୪୦ ଭାଜ୍ ଅନୁଦାନ ଉପରେ ୧୫ ଭାଗ୍ ଟପ୍-ଅପ୍ ସବସିଡି ଏକ ହଜାର ୟୁନିଟ୍ ଲାଗି ଦିଆଯିବା । ଯେନଥିର ଲାଗି ୧୦ କୋଟି ଟଙ୍କାର ବେବସ୍ଥା କରାଯାଇଛେ । ପଂଚତିରାଜ ଆରୁ ପିଇବାର ପାଏନ୍ ବିଭାଗର କୋଭିଡ୍ ସାହାଯ ଲାଗି ସାହାଜ୍ ମିଲବା । ଇହାଦେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମନେ ଶହେ କୋଟି ଟଙ୍କା ଦିଆଯିବ । ରାଜ୍ୟର ୧୭୫ଟା ଉଦ୍ୟୋଗ ରାଜ୍ୟ ଜିଏସଟି ଫିରି ପାଏବାର ଲାଗି କ୍ୟାବିନେଟ୍ ଅନୁମୋଦନ୍ ଦେଇଛନ୍ । ୨୦୧୭ ଜୁଲାଇ ୧ ତାରିଖନୁ ୨୦୨୦ ମାର୍ଚ୍ଚ ଭିତରେ ୧୭୫ଟା ଉଦ୍ୟୋଗକେ ରାଜ୍ୟ ଜିଏସଟି ଫେରସ୍ତ ଲାଗି ବାଛିଛନ୍ । ଇ ପ୍ରସ୍ତାବ ଅନସାରେ ୩୮.୩୦ କୋଟି ଟଙ୍କା ବଣ୍ଟା ଯିବା । ଇତାର ବାହାରେ ରାଜ୍ୟର ୫ ହଜାର ଶିଳ୍ପାନୁଷ୍ଠାନ ମାନକଁର ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚା ବାବଦକେ ୫.୮୩ କୋଟି ଟଙ୍କା ଇଡକୋ ଦେବା । bjd govtcmo odishamsmemsme odishanaveen pattanikodishaodisha ssg group 0 Share