ଆର୍‌ କିଛି ହପ୍ତା ଭିତରେ ଆସ୍‌ବା କରୋନା ଟିକା

ସର୍ବଦଲୀୟ ବୈଠକ୍‌ନେ ମୋଦିକଁର୍‌ ଘୋଷ୍‌ନା

0

କରୋନା ଟିକାକେ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଲୀୟ ବୈଠକ୍‌ନେ କହିଛନ୍‌ ଯେ ଆସବାର୍‌ କିଛି ହପ୍ତା ଭିତରେ କରୋନା ପ୍ରତିଷେଧକ୍‌ ଟିକା ଦେଶ୍‌କେ ଆସ୍‌ବା । ବିଶେଷଜ୍ଞ ମାନକଁର୍‌ନୁ ଟିକା ପରୀକ୍ଷା ହେଇସାରବାର୍‌ ଉତାରୁ ଦେଶ୍‌ନେ କରୋନା ଟିକା ଦିଆଯିବା । ଆର୍‌ ଇ କରୋନା ଟିକାକେ ଲୋକମାନକଁର୍‌ନେ ପହଁଚାବାର୍‌ ଲାଗି ବାହାର୍‌ବା ସପ୍ଟୱେର୍‌ । ମୋଦିକଁର୍‌ କହେବବାର୍‌ ହିସାବେ ଇହାଦେ ତକ୍‌ ୮ଟା ଟିକାର୍‌ ପରୀକ୍ଷା କରାଯାଇଛେ ଯେନଟା ଭାରତ୍‌ନେ ତିଆରି କରାଯିବା । ଆର୍‌ ତାର୍‌ ସାଙ୍ଗେ ୩ଟା ସ୍ୱଦେଶୀ ଟିକାର୍‌ ପରୀକ୍ଷା ଭିଲ୍‌ ମୂଲ୍‌ କରାଯାଇଛେ । ଟିକା ଆସଲେ ପହେଲା ୧ କୋଟି ସ୍ୱାସ୍ଥ୍ୟକର୍ମୀ ମାନକୁଁ ଟିକା ଦିଆଯିବା । ତାର୍‌ ଉତାରୁ ୨କୋଟି କରୋନା ଯୋଦ୍ଧା ଯେନ୍ତା ପୁଲିସ୍‌, ଯବାନ୍‌ , ପୌରନିଗମ୍‌ କର୍ମଚାରୀ ମାନକୁଁ ଟିକା ଦିଆଯିବା ବଲିକରି ପ୍ରଧାନମନ୍ତ୍ରୀ କହିଛନ୍‌ । ମୋଦିକଁର୍‌ ସୁଚନା ହିସାବେ କରୋନାନେ ଗୁରୁତର୍‌ ଥିବା ଲୋକ୍‌ ଆର୍‌ ବୟସ୍କ୍‌ ଲୋକକୁଁ ଇ ଟିକା ପହେଲା ଯୁଗେଇଦିଆଯିବା । ଦେଶ୍‌ନେ କରୋନା ଟିକା ଆସ୍‌ଲେ ବହୁତ୍‌ ଜଲ୍‌ଦି ଲୋକ ମାନକୁଁ ଇ ଟିକା ଯୁଗେଇ ଦିଆଯିବା ବଲି ସେ ବୈଠକ୍‌ନେ କହିଛନ୍‌ । ଇହାଦେ ତକ୍‌ ଟିକାର୍‌ ଦାମ୍‌ ଠିକ୍‌ କରା ନାଈ ଯାଇଥିବାର୍‌ ବେଲେ ଟିକାର୍‌ ଦାମ୍‌ କମ୍‌ ରହେବା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍‌ ।

 

• ପହେଲା ୧ କୋଟି ସ୍ୱାସ୍ଥ୍ୟକର୍ମୀକୁଁ ଦିଆଯିବା କରୋନା ଟିକା
• ୨ କୋଟି ଫ୍ରଣ୍ଟଲାଇନ୍‌ କର୍ମଚାରୀ ମାନକୁଁ ଡୋଜ୍‌
• ଟିକାକରଣ୍‌ ଲାଗି ବାହାରବା ସପ୍ଟୱେର୍‌

Leave A Reply

Your email address will not be published.