କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ହେବା କାଲୀ ପୂଜା

କଟକ ଡିସିପି ପ୍ରତୀକ ସିଂ ଦେଲେ ସୂଚନା

0

କୋଭିଡ୍ ଗାଇଡଲାଇନ୍ ମାନିକରି କାଲୀ ପୂଜା ପାଲନ୍ ହେବା କଟକନେ । ଦୁର୍ଗା ପୂଜା ଲେଖେଁ କାଲୀ  ପୂଜାନେ ଭିଲ୍ ନିୟମ ରଖାଯାଇଛେ । ୪ ଫୁଟ୍‌ର ମୂର୍ତ୍ତି ପୂଜା ଲାଗି ଅନୁମତି ମିଲିଥିବାର ବେଲକେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ଆର ୫୦ ଅଫିସର ମୁତୟନ୍ ହେବେ ପୂଜା ସମିଆାଁନେ । ସେନ୍ତା ଫଟକା ଦୁକାନୀକୁଁ ମିଲବା ଲାଇସେନ୍ସ । ଇ ନେଇକରି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ । ପୂଜା କମିଟିର ୭ଝନ୍ ସଦସ୍ୟକୁଁ ନେଇକରି କରାଯିବା ପୂଜା । ଆରୁ ମୂର୍ତ୍ତି ଭସାବାର ସମିଆଁନେ ଦୁଶରା ବନ୍ଧ ତିଆର କରାଯିବା ଭିନ୍ ଭିନ୍ ଜାଗାନେ । ଇହାଦେ ଭିଲ୍ କରୋନା ସଂକ୍ରମଣନର ଡର ରହିଥିବାରନୁ ନିୟମ ହିସାବେ କାଲୀ ପୂଜା ଆର ଦୀଆଲି ମନାବାରକେ ଅନମତି ଦେଇଛେ ପ୍ରଶାସନ୍ ।

Leave A Reply

Your email address will not be published.