ଇସ୍ରାଏଲ୍ ଦୂତାବାସ ପାଶେ ଆଇଇଡି ବିସ୍ଫୋରଣ

0

ଦିଲ୍ଲୀନେ ଶୁକ୍ରବାର ଇସ୍ରାଏଲ୍ ଦୂତାବାସ ପାଶେ ଆଇଇଡି ବିସ୍ଫୋରଣ ହେଇଛେ । ଗଲାକାଲି ବେଲବୁଡା ୫ ବଜା ବିସ୍ଫୋରଣ ହେଇଥିବାର ନେଇକରି ଜନାପଡିଛେ । ଘଟନାନେ କାହାର ଜୀବନ୍ ନାଇଁ ଯାଇ କି କେହି ଖଣିଆଁ ନାଇଁ ହେଇ, ତେବେ ପାଶେ ଥିବାର ଗାଡି ମଟର ବମ୍‌ଥି ନଷ୍ଟ ହେଇଛେ । ବିସ୍ଫୋରଣ ଘଟନା ଜାନଲା ଉତାରୁ ଘଟଣା ଜାଗାନେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆରୁ ଦିଲ୍ଲୀ ପୁଲିସ ଟିମ୍ ଇତାର ତଦନ୍ତ କରୁଛନ୍ । ଏନ୍ତା ଘଟନା ଉତାରୁ ସୁରକ୍ଷା ବେବସ୍ଥା ଆହୁରି ବଢେଇ ଦିଆଯାଇଛେ । ଇତାକେ ଗୁଟେ ଆତଙ୍କବାଦୀ କାଣ୍ଡ ବଲି ଇସ୍ରାଏଲ କହିଛେ । ଭାରତ ଆରୁ ଇସ୍ରାଏଲର କୂଟନୈତିକ ସମ୍ପର୍କର ୨୯ ବଛର ପୂରିଥିବାର ବେଲକେ ଇତାର ଦିନେ ଉତାରୁ ବିସ୍ଫୋରଣ ହେଇଛେ । ଦୂତାବାସ କୁଠାନୁ ୧୫୦ ମିଟର ଦୂରନେ ବିସ୍ଫୋରଣ ହେଇଥିଲା ଆରୁ ବିଜୟ ଚୌକନୁ ୨ କିଲୋମିଟର ଦୂରେ ରହିଥିଲା । ବିସ୍ଫୋରଣ ସମିଆଁନେ ବିଜୟ ଚୌକନେ ଆଏଜ୍ ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲିଥିଲା । ରାଷ୍ଟ୍ରପତି ଆରୁ ପ୍ରଧାନମନ୍ତ୍ରୀ ଭିଲ୍ ଉପସ୍ଥିତ ରହିଥିଲେ ବିଜୟ ଚୌକନେ ।

Leave A Reply

Your email address will not be published.