ବହୁତ୍ ଜଲ୍‌ଦି ଛୁଆକଁର୍‌ନେ ‘କୋଭେକ୍ସିନ୍‌’ ପରୀକ୍ଷା

0

କୋରୋନା ଟିକା ‘କୋଭେକ୍ସିନ’ ଛୁଆ ମାନକଁର୍ ଲାଗି ତିଆରି କରିଥିବାର୍ ଟିକା କେ ଫେବ୍ରୁଆରି ଶେଷ୍ କି ମାର୍ଚ୍ଚ ପହେଲା ନେ ଛୁଆକଁର୍ ଦେହେ ଟିକା କେ ପରୀକ୍ଷା କରାଯିବା । ଇ ପରୀକ୍ଷା ନାଗପୁର୍ ନେ କରାଯିବା । ୨ ନୁ ୮ ବରଷ୍ ର ଛୁଆ ମାନକଁର୍ ଦେହେ ଥି ଇ ଟିକା ର୍ ପରୀକ୍ଷା ଲାଗି ସହର୍ ନେ ଶିଶୁ ଡାକ୍ତର୍‌ଖାନା କେ ବଛା ଯିବା । ଭାରତ୍ ସରକାର୍‌କଁର୍ ଆଡୁ ଅନୁମତି ମିଲ୍‌ବାର୍ ଉତାରୁ ହାଇଦ୍ରାବାଦ୍ ନେ ଥିବାର୍ ବାୟୋଟେକ୍ ନେ ବି ଜଲ୍‌ଦି ପରୀକ୍ଷା କରାଯିବା ।

ବାୟୋଟେକ୍ ର ଏମ୍‌ଡିକଁର୍ କହେବା ର୍ ହିସାବେ ଆଏବାର୍ ୪ ମାସ୍ ଭିତ୍‌ରେ ୨୦୨୧ ମେ ଭିତ୍‌ରେ ଟିକା ତିଆରି କରାଯିବା । ୨ନୁ ୫ବରଷ୍ , ୬ ନୁ ୧୨ ବରଷ୍ ଆର୍ ୧୨ ନୁ୧୮ ନୁ ବରଷ୍ ର ଛୁଆ ମାନକଁର୍ ଉପ୍‌ରେ ‘କୋଭେକ୍ସିନ୍‌’ ପରୀକ୍ଷା କରାଯିବା ।

Leave A Reply

Your email address will not be published.