ବିବିସି ସମ୍ମାନ୍ ୨୦୨୧

ବିବିସି ଇଣ୍ଡିଆନ୍ ସ୍ପୋର୍ଟ୍ସ ୱିମେନ୍ ଅଫ୍ ଦ୍ ଇୟର ଲାଗି ଦୂତିକଁର ନାଁ ମନୋନୀତ୍

0

ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦକଁର ନାଁ ଫେର୍ ଚର୍ଚ୍ଚାନେ । ଇଥର କେନସି ପଦକ୍ ପାଏବାର ଲାଗି ନୁହେଁ ବରଂ ସମ୍ମାନିତ୍ କରାଯିବା ଦୂତିକୁଁ । ବିବିସି ଇଣ୍ଡିଆନ୍ ସ୍ପୋର୍ଟ୍ସ ୱିମେନ୍ ଅଫ୍ ଦ୍ ଇୟର ସମ୍ମାନ୍ ଲାଗି ଦୂତିକଁର ନାଁ ବଛାଯାଇଛେ । ୫ ଜନ୍ ମହିଲା ଖେଲାଲିକଁର ନାଁ ଇଥରେ ଥିବାର ବେଲକେ ଦୂତିକଁର ନାଁ ଭିଲ୍ ଇ ଲିଷ୍ଟନେ ରହିଛେ । ଓଡ଼ିଶାନୁ ଦୂତି ଚାନ୍ଦକଁର ନାଁ ଥିବାର ବେଲକେ ସୁଟର୍ ମନୁ ଭାକର, ହକି ଖେଲାଲି ରାନୀ ରାମପାଲ, ରେସଲର ବିନେଶ ଭୋଗଟ୍ ଆରୁ ଚେସ୍ ଖେଲାଲି କେନେରୁ ହମ୍ପିକଁର ନାଁ ରହିଛେ । ସେଆଡେ ଦୂତିକଁର ନାଁ ନୋମିନେସନ୍ ଲିଷ୍ଟନେ ରହିଥିବାର ବେଲକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ଦୂତିକୁଁ ଶୁଭେଚ୍ଛା ଜନେଇଛନ୍ ।

Leave A Reply

Your email address will not be published.