ଖୋର୍ଦ୍ଧା – ବଲାଙ୍ଗିର୍ ରେଲ୍ ଲାଇନ୍‌କେ ୧୦୦୦କୋଟି

ବଜେଟ୍ ୨୦୨୧-୨୦୨୨ ନେ ପଶ୍ଚିମ୍ ଓଡିଶାର୍ ପ୍ରକଲ୍ପ କାମ୍

0

ନୂଆଦିଲ୍ଲୀ ନେ ବସିଥିବାର୍ ସଂସଦ୍ ବଜେଟ ୨୦୨୧-୨୦୨୨ନେ ଓଡିଶାର୍ କେତେଟା ପ୍ରକଲ୍ପ ସାମିଲ୍ କରାଯାଇଥିବାର୍ ବେଲ୍‌କେ ସେ ଭିତ୍‌ରେ ପଶ୍ଚିମ ଓଡିଶା ର୍ କେତେଟା ପ୍ରକଲ୍ପ କାମ୍ ଭିଲ୍ ବଜେଟ୍ ନେ ଉପସ୍ଥାପନ କରାଯାଇଥିଲା । ଓଡିଶାର୍ ରେଲ୍ ପ୍ରକଲ୍ପ ନେ ଖୋର୍ଦ୍ଧାରୋଡ ନୁ ବଲାଙ୍ଗିର୍ ୨୮୯ କିମି ରେଲ୍ ଲାଇନ୍ କରବାର୍ ଲାଗି ୧ ହଜାର୍ କୋଟି ୫୦ ଲାଖ୍ ଟକାଁ ମିଲିଛେ । ସେନ୍ତା ସମ୍ବଲପୁର୍ ନୁ ଟିଟଲାଗଡ ୧୮୨ କିମି ୨ ଶହ କୋଟି , ବୃନ୍ଦାମାଳ-ଝାରସୁଗୁଡା ଫ୍ଲାଏ ଓଭର୍ ୮.୬ କିମି ଲାଗି ୨୦ କୋଟି, ସମ୍ବଲପୁର୍ ନୁ ତାଲଚେର୍ ୧୭୪ କିମି କେ ୧୭୩.୭ କୋଟି ,ବିଜୟନଗରମ୍‌-ଟିଟଲାଗଡ-ସମ୍ବଲପୁର୍ ର ୩ନଂ ଲାଇନ୍ ୨୬୪ କିମି କେ ୪୫୦ କୋଟି , ରଉରକେଲା-ଝାରସୁଗୁଡା ଲାଇନ୍ ଲାଗି ୧୦୧କିମି କେ ୨୩୦ କୋଟି ଟକାଁ ମିଲିଛେ । କଲାହାଣ୍ଡି ନେ ବିଦ୍ୟୁତ୍ ଇଞ୍ଜିନ୍ ମରାମତି କାରଖାନା ଥାପନା କର୍‌ବାର୍ ଲାଗି ୧ କୋଟି ଟକାଁ ର ବଜେଟ୍ ଅନୁଦାନ ମିଲ୍‌ବାର୍ ବେବ୍‌ସ୍ଥା କରାଯାଇଛେ ।

Leave A Reply

Your email address will not be published.