ବଲାଙ୍ଗିର୍ ର ଗୁଗୁଲ୍ ବୟ୍ ଫେରଥରେ କମାଲ୍ ଦେଖାଲେ

0

ବଲାଙ୍ଗିର୍ ଜିଲ୍ଲାର୍ ଭେଙ୍କଟ୍ ରମଣ ପଟ୍ଟନାୟକ୍ ଯିଏକି ଗୁଗୁଲ୍ ବୟ ନାଁ ଥି ଜନାଶୁନା ଆନ୍ । ତାହାକୁଁ ମାତ୍ର ୭ ବରଷ ହେଇଥିବାର୍ ବେଲ୍‌କେ ସେ ମାଇକ୍ରୋସପ୍ଟ୍ ଏସୋସିଏଟ୍ ପରୀକ୍ଷା ଦେଇକରି ସେଥି ସଫଲତା ପାଇଛନ୍ । ଜାଭା ,ଏସଟିଏମଏଲ୍ ପ୍ରୋଗାମିଂ ଲାଗି ମାଇକ୍ରୋସପ୍ଟ୍ ପରୀକ୍ଷା କରାଯାଇଥିଲା ଯେନଥି ହ୍ୱାଇଟ୍ ହାଟ୍ ଜୁନିୟର୍ ୧୬୦ ଅନ୍‌ଲାଇନ୍ କୋଡିଂ କ୍ଲାସ୍‌ନେ ସଫଲତା ପାଇଛନ୍ । ଆର୍ ତାହାକୁଁ ଚେନ୍ନାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭେଙ୍କଟ୍ କୁଁ ଅତିଥି ବକ୍ତା ହିସାବେ ଇନଭାଇଟ୍ କରିଥିବାର୍ ବି ଶୁନବାର୍ କେ ମିଲୁଛେ । ଏତ୍‌କି ଛୋଟ୍ ବେଲୁ ତାକଁର୍ ପ୍ରତିଭା ଲାଗି ସେ ସଫଲତା ପାଏବାର୍ ନୁ ତାହାକଁର୍ ଅଂଚଲ୍ ର ଲୋକ୍‌ମାନେ ତାହାକୁଁ ଶୁଭେଚ୍ଛା ଦେଇଛନ୍ ।

Leave A Reply

Your email address will not be published.