ବୟସ ଯେନଠାନେ ହାର ମାନିଛେ…

୭୦ ବଛରଥି ପରିବେଶ ସାଫସୁତରର କାମ ନେଇଛନ୍ ପଦ୍ମନାଭ ସାମଲ

0

ତାଙ୍କର ଲାଗି ବୟସ ଖାଲି ଗୁଟେ ନମ୍ବର । କାମକେ ପହେଲା ପ୍ରାଥମିକତା ଦେଇଥିସନ ସେ । ସମାଜ ଆର ଲୋକଙ୍କର ସେବାନେ ନିଜକୁ ଲଗେଇଛନ୍ । ୭୦ ବଛରଥି ଭିଲ ସେ ଥକି ନାଇଁ ଯାଇ କି ହାର ନାଇଁ ମାନି । କଟକ ଆଠଗଡ଼ ରଘୁନାଥପୁରର ପଦ୍ମନାଭ ସାମଲ । । ବିଏସଏନଏଲ ଅଫିସର ଝନେ ରିର୍ଟାଡ୍ ଅଫିସର । ପଦ୍ମନାଭ ବୃତ୍ତିଗତ କାମନୁ ଅବସର ନେଇଛନ୍ ସତ୍‌, ହେଲେ ଇହାଦେ ଭିଲ ସମାଜ ଲାଗି କିଛି କରବାର ମନୋବୃତ୍ତି ନେଇକରି କାମକରି ଚାଲିଛନ୍ । ସଖାଲ ପାଏଲେ କି ରାସ୍ତା ସଫା କାମେ ଲାଗି ପଡିଥିସନ ।ସବୁ ଦିନ ସଖାଲୁ ସେ ସାଇକେଲ ସାଙ୍ଗେ ବାଢୁନ୍ ଗୁଟେ ଧରି କରି ରାସ୍ତା ସଫା କରବାର ଲାଗି ବାହାରି ଯାଇଥିସନ । ରାସ୍ତା ତରାନ ପଡିଥିବାର ମଏଲା, କେଚରା ସବୁ ସାଫ ସୁତର କରିଥିସିନ୍ । ଫିଦିନ୍ ଲୋକ ଗଲା ଆଏଲା ବେଲେ ରାସ୍ତାଘାଟେ କଚରା ମଏଲା ପକଉଛନ୍ । ହେଲେ ଇ ସବୁ ସାଫ କରବାର ଲାଗି କେହି ନାଇଁ ବାହାରିବାର । ପରିବେଶ ସାଫ ସୁତର କରବାର ଲାଗି ନିଜେ ବାହାରିଛନ୍ ପଦ୍ମନାଭ । ସେ କହିଛନ ଯେ ସମାଜ୍ ସେବା କରବାର ଟା ତାଙ୍କର ଗୁଟେ ନିଶା ଆଏ । ଆର୍ ସମାଜ ସେବା କରଲେ ତାଙ୍କୁ ଖୁସି ମିଲିଥିସି । ଆର୍ ତାଙ୍କର ଇ ବୟସ ନେ ତାଙ୍କର ଇ ପ୍ରକାର ର ଦୃଢ ମନୋବଳ ଆର ଇଛା ଶକ୍ତି ଲାଗି ସେ ସବକର ପ୍ରଶଂସା ର ପାତ୍ର ହେଇଛନ ।

Leave A Reply

Your email address will not be published.