ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

0

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ ଉତ୍ତର୍ କେନ୍ଦ୍ରାଚଂଲ ର୍ ଆଇଜି ନରସିଂହ୍ ଭୋଲ୍‌କୁଁ ଆର୍ ଏସ୍‌ପି ହିସାବେ ଆଗରୁ କଲାହାଣ୍ଡିର୍ ଏସ୍‌ପି ଥିବାର୍ ବି.ଗଙ୍ଗାଧର୍ କୁଁ ନିଯୁକ୍ତି କରାଯାଇଛେ ।

ସେନ୍ତା ରାଉରକେଲା ନେ କୋରାପୁଟର ଏସ୍‌ପି ମୁକେଶ୍ ଭାମୁ, ବଲାଙ୍ଗୀର୍ ନେ ନବ୍‌ରଙ୍ଗପୁରର୍ ଏସ୍‌ପି କେ.ଏନ୍‌.ଡାଗଡୁ ଆର୍ କଲାହାଣ୍ଡି ନେ ରାୟଗଡା ଏସ୍‌ପି ଏସ୍‌.ବିବେକ୍‌ଏମ୍‌କୁଁ ନୁଆ ଏସ୍‌ପି ହିସାବେ କାର୍ଯ୍ୟଭାର୍ ଦିଆଯାଇଛେ । ସମ୍ବଲପୁର୍ ନେ କିଛିଦିନ ହେଲା କ୍ରାଇମ୍ ବଢିଚାଲିଥିବାର୍ ବେଲେ ଇହାଦେ ନୂଆ ଏସ୍‌ପିକଁର୍ ନିଯୁକ୍ତି ଉତାରୁ ସମ୍ବଲପୁର୍ ଅଂଚଲ୍ ର୍ କ୍ରାଇମ୍ ଉପରେ କଡା ଆଇନ୍ କରାଯିବା ବଲିକରି ଅସ୍ କରାଯାଉଛେ ।

Leave A Reply

Your email address will not be published.