ପୁରା ଦେଶ୍‌କେ ବଡ୍ ବିପତ୍ତି

0

କରୋନାର ଦୁଇ ନମ୍ବର ଲହରନେ ପୂରା ଦେଶ୍ ଜୁଝୁଛେ । ପହେଲା ଥର ଅପେକ୍ଷା ଦୁଇ ନମ୍ବର ଲହରଥି ସଂକ୍ରମଣ ଜଲଦି ହେଉଥିବାର ଦେଖବାର ଲାଗି ମିଲୁଛେ । ଅମ୍ଳଜାନ୍ ସଂକଟ୍ ବେଶୀ ଦେଖବାର ଲାଗି ମିଲୁଛେ ଆର ବିନା ଅମ୍ଳଜାନଥି କେତନି ରୋଗୀକଁର ଜୀବନ୍ ଯାଉଛେ । ଓଡ଼ିଶାନୁ ଇହାଦେ ଦୁଶରା ରାଜ୍ୟ ମାନେକେ ହଜାର ହଜାର ମାଟ୍ରିକ୍ ଟନ୍ ଅମ୍ଳଜାନ୍ ପଠାଯିବାର ବେବସ୍ଥା କରାଯାଇଛେ । ଇସବୁ ଭିତରେ ଇହାଦେ ମାନ୍ୟବାର ସୁପ୍ରିମକୋର୍ଟ ମଙ୍ଗଲବାର ଗୁଟେ ଶୁଣାଣି କରିଛନ୍ । ଇହାଦେର ସ୍ଥିତିକେ ଜାତୀୟ ସଂକଟ କହେବାର ସାଙ୍ଗେ କେନ୍ଦ୍ର ପାଶୁ କିଛି ପ୍ରଶ୍ନର ଉତ୍ତର ମାଗିଛନ୍ । କରୋନା ସକଂଟକେ ନେଇକରି ସୁପ୍ରିମକୋର୍ଟ କାଣା ଶୁଣାଣି କରିଛନ୍ ଦେଖମା ପହରାର ଆଜିର ଭିଡିଓନେ ।

Leave A Reply

Your email address will not be published.