Browsing Tag

western odisha culture

କମେଡି ସୁପର୍‌ଷ୍ଟାର୍ ଜୋଜୋ

ତାଁକର୍ କଥାନେ ଅଛେ ଜାଦୁ.. ମୁହେଁ ମୁହେଁ ଏନ୍ତା ଭୁର୍‌କୁଟି ମାନେ କରସନ୍ ଯେ ଲୁକକଁର୍ ହଁସି ହଁସି ପେଟ୍ ଦୁଖେଇ ଯାଏସି । ତାଁକର୍ ସେ ଟୁରୁ ଲଭ୍ ଭିଡିଓ ତ ଲୋକ୍ ମାନ୍‌କୁ ପୁରା ରସେଇ ଦେଇଥିଲା, ଆର୍ ଇହାଦେ ସେ ନିଜେ ହେଇ ଯାଇଛନ୍ ହେଉଛନ୍ ଲୋକ୍ ମାନ୍‌କର୍ ‘ଟୁରୁ ଲଭ୍‌’ କମେଡି…

ପଟ୍ଟଚିତ୍ର କଲା ଲାଗି ରାଉରକେଲାର୍ ଝି କୁଁ ପ୍ରଶଂସା କର୍‌ଲେ ମୋଦୀ

ରାଉରକେଲା ଟୁକେଲ୍ ଭାଗ୍ୟଶ୍ରୀକୁଁ ତାକଁର୍ ପଟ୍ଟଚିତ୍ର କଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ । ଭାଗ୍ୟଶ୍ରୀ ବିନା ତାଲିମ୍ ନେ ପଥର୍ ,କାଚ୍ ବୁତଲ୍‌, ବଲ୍‌ବ୍ ଥି ସୁନ୍ଦର୍ ସୁନ୍ଦର୍ ଚିତ୍ର କରୁଛନ୍ । ସେ ନିଜର୍ ତୁଲୀ ନେ ପଥର୍ ଥି ଜଗନ୍ନାଥ୍‌କଁର୍ ଭିନ୍ ଭିନ୍ ବେଶ,…

୩ ତାରିଖ୍‌ ଖୁଲବା ସବୁ ଧର୍ମାନୁଷ୍ଠାନ୍

ଏତ୍‌କି ଦିନର୍‌ ଅପେକ୍ଷା ଉତାରୁ ତାକଁର୍‌ ଭକତ ମାନକୁଁ ଦର୍ଶନ ଦେବେ ମାଁ ,ପୂରୀ ମନ୍ଦିର୍‌ ଆର୍‌ ଲିଙ୍ଗରାଜ୍‌ ମନ୍ଦିର୍‌ ଖୁଲୁଥିବାର୍‌ ବେଲେ ସମ୍ବଲପୁର୍‌ର ସମଲେଇ ମନ୍ଦିର୍‌ ଖୁଲବାର୍‌ କେ ନେଇକରି ଆର୍‌ ତାର ସାଙ୍ଗେ ସବୁ ଧର୍ମାନୁଷ୍ଠାନ୍‌ ଖୁଲବାର୍‌ କେ ନେଇକରି ବୈଠକ୍‌ ବସିଥିଲା ।…

କେନ୍ତା ଥିଲେ ସହିଦ ରେଣ୍ଡୋ ମାଝୀ?

 ଆମର ମାଟିର ପୁଓ, ମାଟିର ଟେକ ସହିଦ ରେଣ୍ଡୋ ମାଝୀ । ଯିଏ କି ଝନେ ବୀର ସଂଗ୍ରାମୀ , ନିଜର ମାଁ ମାଏଟ ଲାଗି ନିଜର ଜୀବନ୍ ଦେଇଥିଲେ । ଭାରତର ସ୍ୱାଧିନତା ସଂଗ୍ରାମ୍ ବଏଲେ ସବୁବେଲେ ବୁଝାଯାଏସି ଯେ ସେ ସମିଆଁର ପଢା ଲିଖା ଲୋକ୍ ମାନେ ଯେତେବେଲକେ ଆନ୍ଦୋଲନ୍ କଲେ, ରାସ୍ତାକେ ଉତରିଲେ, ସେମାନେ…

ମହନୀ ଲଗାସି ସମ୍ବଲପୁରୀଆ ଠାନୀ

ଗାଁଖୁଲିନ ବାଜଲାନ ଢୋଲ, ନିଷାନ୍ । ଛାତି ଦୁଲକୋଉଛେ ବଜାର ତାଲ । ଖଗଲା ବେଟଲା, ନାକେ ଝରା ଗୁନା ପିନ୍ଧି ସକ୍ଟାପରି ଧଡି ଲଗା କପଟାନେ କୁଆଁରି ଟୁକେଲମାନେ ବାହାରିଲେନ । ପଂଚବାଦ୍ୟ ଦୁଲଦୁଲିର ତାଲେ ତାଲେ ତାଲ ପକେଇକରି ଅଂଟା ମଲକେଇ କରି କେତେ ଭଙ୍ଗୀନେ ମନର ଭାବକେ ନାଚି ନାଚି କହୁଛନ୍ ।…