ଦେଶ୍‌ନେ ଆହୁରି ୧୩,୧୯୩ଟା ନୂଆ କରୋନା ପଜିଟିଭ୍ ଚିହ୍ନଟ୍

0

ଦେଶେ ଫେର୍ ଘାଏ ବଢବାର୍ କେ ଲାଗିଛେ କରୋନା ସଂକ୍ରମଣ । ଗଲା କାଲି ଗୁଟେ ଦିନେ ୧୩,୧୯୩ ଜଣକଁର୍ କରୋନା ପଜିଟିଭ୍ ବାହାରିଛେ । ଇହାଦେ ଦେଶେ ମୋଟ୍ କରୋନା ସଂକ୍ରମଣ ୧,୦୯,୬୩,୩୯୪ କେ ବଢିଛେ । ଚିକିତ୍ସାଧୀନ୍ ଅବସ୍ଥା ନେ ୯୭ ଜଣ ମରିଥିବାର୍ ବେଲ୍‌କେ ମୃତ୍ୟୁ ସଂଖ୍ୟା ୧,୫୬,୧୧୧ କେ ପହଂଚିଛେ । ଗଲା ୨୪ ଘଣ୍ଟା ନେ ୧୦,୮୯୬ ଜଣ ଭଲ୍ ହେଇଥିବାର୍ ବେଲ୍‌କେ ୧,୦୬,୬୭,୭୪୧ ଜଣ ସୁସ୍ଥ ହେଇଛନ୍ । କରୋନା ସଂକ୍ରମଣ ଫେର୍‌ଘାଏ ବଢୁ ଥିବାର୍ ନେଇକରି କେନ୍ଦ୍ର ସ୍ୱାସ୍ଥ୍ୟ ଆର୍ ପରିବାର୍ କଲ୍ୟାଣ ମନ୍ତ୍ରାଳୟ ଆଡୁ ସୂଚନା ମିଲିଛେ ।

Leave A Reply

Your email address will not be published.