ରାଉରକେଲାନେ ଦୁର୍ବୃତ୍ତ ମାନକଁର୍ ଆକ୍ରମଣନେ ହୋଟେଲ୍ ବେବ୍‌ସାୟୀ ର ଜୀବନ୍ ଗଲା

0

ରାଉର୍‌କେଲା ନେ ଜଣେ ହୋଟେଲ୍ ବେବସାୟୀକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବାର୍ ବେଲ୍‌କେ ତକୁଁ ଚିକିତ୍ସାଧୀନ୍ ଅବସ୍ଥା ନେ ରାଉର୍‌କେଲାର୍ ଆଇ ଜି ଏଚ୍ କେ ନିଆ ଯାଇଥିଲା । କାଲି ରାତି ନେ ସେ ତାକଁର୍ ସ୍କୁଟି ଥି ଘର୍‌କେ ଆସୁଥିବାର୍ ବେଲ୍‌କେ ସେନ ତାହାକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ମରି ଯାଇଥିବାର୍ ବେବସାୟୀ ରାଉର୍‌କେଲା ନେ ଥିବାର୍ ହୋଟେଲ୍ ବସେରା ର୍ ମାଲିକ୍ ସଜ୍ଜନ୍ ମିତ୍ତଲ୍ ବଲିକରି ଜଣା ପଡିଛେ ।

Leave A Reply

Your email address will not be published.