ସ୍କୁଲ ମାନକେ ଟେଷ୍ଟ ଲାଗି ଲାଗବା କ୍ୟାମ୍ପ୍

କରୋନା ଟେଷ୍ଟ କରାଯିବାର ସୂଚନା ଦେଲେ ବିଏମସି କମିଶନର

0

ଆଏବାର ନଭେମ୍ବର ଆର୍ ଡିସେମ୍ବର ଭିତରେ ରାଜ୍ୟର ସ୍କୁଲ୍ ସବୁ ଖୁଲବାର ନେଇକିନା ଆଲୋଚନା ଚାଲିଛେ । କରୋନା ମହାମାରୀ ଲାଗି ଲକ୍‌ଡାଉନ୍ ସଟଡାଉନ୍ ପହେଲାନୁ ଥିବାର ବେଲେ ସବୁ ଶିକ୍ଷାନୁଷ୍ଠାନ୍ ଭିଲ ବନ୍ଦ ରହିଛେ । ଇହାଦେ ଧୀରେ ଧୀରେ ସବୁ ଜିନିଷ ସାମାନ୍ୟ ସ୍ଥିତିକେ ଅନାଯାଉଥିବାର ବେଲେ ବହୁତ ଜଲ୍‌ଦି ସ୍କୁଲ ଖୁଲବାର ସମ୍ଭାବନା ରହିଛେ । କରୋନା ହାଲତକେ ଦେଖିକରି ରାଜ୍ୟ ସରକାର ନୂଆଁ ଗାଇଡଲାଇନ ଜାରି କରିଛନ । ପହେଲା ୯ ଶ୍ରେଣୀନୁ ଦ୍ୱାଦଶ ଶ୍ରେଣୀ ଖୁଲାଯିବାର ନେଇକରି ଆଲୋଚନା ଚାଲିଥିଲା । ହେଲେ ଇହାଦେ ସବୁ ସ୍କୁଲ୍ ଆର୍ କଲେଜ କତ୍ତୃପକ୍ଷ ଚାହେଁଲେ କରୋନା ପରୀକ୍ଷା କରାଯିବା ଆର୍ ଭିନ୍ ଭିନ୍ ସ୍କୁଲମାନଙ୍କୁ କୋଭିଡ ଟେଷ୍ଟିଙ୍ଗ୍ କ୍ୟାମ୍ପ୍ କରାଯିବାର ନେଇକରି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୁଚନା ଦେଇଛନ । ସଂକ୍ରମଣ ବଢବାର ଡର ଇହାଦେ ଭିଲ ରହିଛେ, ତ ଏନ୍ତା ହାଲତନେ ପହେଲାନୁ ଟେଷ୍ଟ କରାଯିବାର ଉପରେ ଗୁରୁତ୍ୱ ଦିଆଯାଇଛେ ।

Leave A Reply

Your email address will not be published.