କରୋନା ଟିକାର୍‌ ନୂଆ ଗାଇଡ ଲାଇନ୍‌

0

କରୋନା ଟିକା ଦେବାର୍‌ ଲାଗି କେନ୍ଦ୍ର ସରକାର୍‌ ସୋମବାର୍‌ ଦିନ ନୂଆ ଗାଇଡ୍‌ ଲାଇନ ଲାଗୁ କରିଛନ । ଗାଇଡଲାଇନ୍‌ ହିସାବେ ଲୋକ୍‌ ମାନକୁଁ କରୋନା ଟିକା ଦିଆଯିବା । ପହେଲା ୩୦ କୋଟି ଲୋକମାନକୁଁ କରୋନା ଟିକା ଦିଆଯିବା ତାର୍‌ ଭିତ୍‌ରୁ ସ୍ୱାସ୍ଥ୍ୟ କର୍ମଚାରୀ , କରୋନା ୱାରିୟର ,୫୦ନୁ ଅଧିକା ବୟସର ସଂକ୍ରମିତ୍‌ ଲୋକ ମାନକୁଁ ଟିକା ଦିଆଯିବା । ଟିକା ଦାନ କେନ୍ଦ୍ର ନେ ପହେଲା ୧୦୦ ନୁ ୨୦୦ ଲୋକକୁଁ ଟିକା ଦିଆଯିବା । ଟିକା ଯେନମାନେ ନେବା ସେମାନକୁଁ ଅନୁଧ୍ୟାନ କରାଯିବା । ସେ ଭିତରେ ଟିକା ଦେବାର୍‌ ଲାଗି ୫ ଜନ ସ୍ୱାସ୍ଥ୍ୟ କର୍ମଚାରୀ ରହେବେ । ଟିକା ଦେଉଥିବାର୍‌ ଯାଗା ନେ ପ୍ରତିକ୍ଷାଲୟ ଥିଲେ ସେନ ଆଉ ୨୦୦ ଲୋକକୁଁ ଟିକା ଦିଆଯାଇ ପାରବା । କୋଭିଡ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନ୍ସ ନେଟ୍‌ୱର୍କ (କୋ-ୱିନ୍‌) ନାଁ ଥି ବେବ୍‌ସ୍ତା କରାଯିବା । ଯେନ୍‌ଥି ଜନା ଯାଇପାର୍‌ବା ଯେ ଲୁକକଁର୍‌ ଉପରେ କରୋନା ଟିକା ର ପ୍ରତିଷେଧକ ଶକ୍ତି କେତେ ଦୁର୍‌ ତକ୍‌ କାମ କରୁଛେ ।

 

କୋ-ୱିନ ୱେବ୍‌ସାଇଟ୍‌ କେ ଯାଇକରି ଲୋକମାନେ ପଞ୍ଜୀକରଣ କରିପାର୍‌ବେ । ପଞ୍ଜୀକରଣ ଲାଗି ନିଜର୍‌ ଭୋଟର୍‌ ଆଇଡି ,ଆଧାର୍‌ ,ଡ୍ରାଇଭିଂ ଲାଇସେନ୍‌ସ୍‌ , ପାସପୋର୍ଟ ଭିତରୁ ଗୁଟେ ଜିନିଷ୍‌ ଲାଗବା । ଟିକା ଦିଆଯାଉଥିବାର୍‌ ଜାଗା ନେ ପହେଲା ନୁ ପଞ୍ଜୀକରଣ୍‌ କରିଥିବାର୍‌ ଲୋକମାନେ ହି ରହିପାର୍‌ବେ । ରାଏଜ ମାନକୁଁ ରାଜ୍ୟ ସରକାର୍‌ ଭିନ୍‌ ଭିନ୍‌ ଜିଲ୍ଲାର୍‌ ଅଧିକାରୀ ମାନକୁଁ ଜିଲ୍ଲା ମନକଁର୍‌ ଦାୟିତ୍ୱ ଦେବେ । କରୋନା ଟିକାର୍‌ ନେବାର୍‌ ଆନବାର୍‌ ର ସୁବିଧା ଉପରେ ଭଲ ଭାବେ ଧ୍ୟାନ୍‌ ଦିଆଯିବା । ଟିକା ନେଉଥିବାର୍‌ ସମିୟାନେ ଟିକା ଆର୍‌ ଟିକାର୍‌ ଭ୍ୟକ୍ସିନ୍‌ କେ ଭଲ୍‌ ଭାବେ ରଖାଯିବା ।ଟିକା ନେବାର୍‌ ଲାଗି ଲୋକମାନକୁଁ କହେବାର୍‌ ଆର୍‌ ସଚେତନା ଲାଗି ରଜ୍ୟ ସରକାର୍‌କଁର୍‌ ଆଡୁ ପ୍ରଚାର୍‌ କରାଯିବା । ହେଲେ ଇହାଦେ ତକ୍‌ କରୋନା ଟିକା ର ବ୍ୟବହାର୍‌ କରବାର୍‌ ଲାଗି କେନ୍ଦ୍ର ସରକାର୍‌ ଅନୁମତି ନାଇଦେଇଥିବାର୍‌ ବେଲେ ତାର୍‌ ଆଗରୁ ସେ ଟିକାର୍‌୍‌ ଗାଇଡ୍‌ଲାଇନ୍‌ ଲାଗୁ କରିଛନ୍‌ ।

Leave A Reply

Your email address will not be published.