ଫଟକା ଦୁକାନ ବନ୍ଦ ହେବା !

କରୋନା କଟକଣାନେ ଦୀଆଲି ପାଲନ ଉପରେ ଦିଆଯିବା ଗୁରୁତ୍ୱ

0

କରୋନା କଟକଣା ଲାଗି ଇ ବଛର ଫିକା ପଡିଛେ ସବୁ ପରବ । ଇହାଦେ ଦଶହରା ପରବ ସରିଥିବାର ବେଲେ ଆଗକେ ଦୀଆଲି, ଗଜଲକ୍ଷ୍ମୀ ପୂଜା, କାଳି ପୂଜା ଭିଲ ଆସୁଛେ । ହେଲେ ଇହାଦେ ଭିଲ ସଂକ୍ରମଣର ଡର ରହିଥିବାରନୁ ଇ ସବୁ ପରବ ବି ଫିକା ପଡିପାରେ । ରାଜ୍ୟ ସରକାର କରୋନା କଟକଣାକେ ନଜରଥି ରଖିକରି କିଛି ଜରୁରୀ ନିଷ୍ପତ୍ତି ନେଇପାରନ । ମେନକରି ଫଟକା ଦୁକାନ ଖୁଲବାର ଅନୁମତି ନାଇଁ ମିଲିପାରେ ବଲି କୁହାଯାଉଛେ । ଇନେଇକରି ବିଏମସି କମିଶନର ଭିଲ କେନସି କଥା ସ୍ପଷ୍ଟ ନାଇଁ କହିଥିଲେ ଭିଲ ଦଶହରା ଲେଖେଁ କଟକଣା ଲାଗିପାରେ ଜନାପଡୁଛେ । ଗହଲ ଚହଲ ଜହ ହେଲେ ସମସ୍ୟା ରହିଥିବାର ବେଲେ ପୂଜା ପରବନେ ଗହଲି ଅଏଧକା ରହିଥିସି । ଇସବୁ ଲାଗି ଇ ବଛର ଫଟକା ଦୁକାନ ବନ୍ଦ କରାଯାଇପାରେ । ଇତାର ସାଙ୍ଗେ ଗହଲ ଚହଲ କମାବାର ଲାଗି ପାହା ନିଆଯାଇପାରେ ।

Leave A Reply

Your email address will not be published.