ସାଧାରଣତନ୍ତ୍ର ଦିବସନେ ରାଫେଲ୍‌ର ଶକ୍ତି ଦେଖବା ଦୁନିଆଁ

ଜାନୁଆରୀ ୨୬ନେ ମେଡ୍ ଇନ୍ ଇଣ୍ଡିଆ ଥିମନେ ଭାରତୀୟ ବାୟୁସେନା ଲଢୁଆ ବିମାନକେ ପ୍ରଦର୍ଶନ ହେବା

0

ଗଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛେ । କରୋନା ନିୟମ୍ ମାନିକରି ଇ ବରଷ୍ ସାଧାରଣତନ୍ତ୍ର ଦିବସ ପାଲନ୍ କରାଯିବା । ଇ ବରଷ୍ ପରେଡ୍‌ନେ ରାଫେଲ୍ ଭିଲ୍ ନିଜର ଶକ୍ତି ଦେଖାବା । ମେଡ୍ ଇନ୍ ଇଣ୍ଡିଆ ଥିମନେ ଭାରତୀୟ ବାୟୁସେନା ଇ ପରେଡନେ ଲଢୁଆ ବିମାନ୍‌କେ ପ୍ରଦର୍ଶନ୍ କରାଯିବା । ପହେଲା ଥର ଲାଗି ପରେଡ୍ ଉତ୍ସବନେ ରାଫେଲ୍ ପ୍ରଦର୍ଶନ୍ କରାଯିବା । ପରେଡ୍ ସମିଆଁନେ ମୋଟ୍ ୪୨ଟା ଫାଇଟର ବିମାନ୍ ଭାଗ୍ ନେବେ । ରାଫେଲ୍ ସାଙ୍ଗେ ସୁଖୋଇ-୩୦, ମିଗ୍‌-୨୯, ଜଗୁଆର ସାଙ୍ଗେ ଦୁଶରା ଫାଇଟର ବିମାନ୍ ସାମିଲ ହେବେ । ଇତାର ସାଙ୍ଗେ ଟ୍ରାନ୍ସପୋର୍ଟ ହେଲିକାପ୍ଟର ଚିନୁକ୍‌, ଆପାଚେ କମ୍ବେଟ୍ ଭିଲ୍ ସାମିଲ୍ ହେବେ । ତେଜସ୍‌, ଏଷ୍ଟ୍ରା ମିଜାଇଲ୍‌, ଆରୁ ରୋହିଣୀ ସର୍ବିଲାନ୍‌ସ ରଡାର ଭିଲ୍ ସାଧାରଣତନ୍ତ୍ର ଦିବସନେ ପ୍ରଦର୍ଶିତ୍ କରାଯିବା ।

Leave A Reply

Your email address will not be published.