ଚାଷୀକଁ ଟ୍ରାକ୍ଟର ରାଲି ଉପରେ ପୁଲିସ ନେବେ ନିଷ୍ପତ୍ତି:ସୁପ୍ରିମ୍ କୋର୍ଟ

ଆଏବାର ୨୬ ଟ୍ରାକ୍ଟର ରାଲି ନେଇକରି ରାୟ ଶୁଣାଲେ ସୁପ୍ରିମ୍ କୋର୍ଟ

0

ଚାଷୀ ଆନ୍ଦୋଲନକେ ନେଇକରି ଫେର୍ ଗୁଟେ ଶୁଣାଣି କରିଛନ୍ ଦେଶର ସର୍ବୋଚ୍ଚ ଅଦାଲତ । ଆଏବାର ଜାନୁଆରୀ ୨୬ ତାରିଖନେ ଦିଲ୍ଲୀ ସୀମାନେ ଟ୍ରାକ୍ଟର ରାଲି କରବାର ଲାଗି ନିଷ୍ପତ୍ତି ନେଇଛନ୍ । ଚାଷୀକଁର ଟ୍ରାକ୍ଟର ରାଲି ପ୍ରସଙ୍ଗର ଆବେଦନ ଶୂଣାଣିନେ ସୁପ୍ରିମ୍ କୋର୍ଟ କହିଛନ୍ ଯେ , ଇଟା ଆଇନଶୃଙ୍ଖଳାର କଥା ହେଇଥିବାରନୁ ଇତାର ନିଷ୍ପତ୍ତି ପୁଲିସ ନେବେ । ଆରୁ ଇ ପ୍ରସଙ୍ଗନେ ବୁଝାବୁଝି କରବାର ଲାଗି କେନ୍ଦ୍ର ସରକାରକଁର ପୂରା ସହଯୋଗ ରହେବା । ନୂଆଁ କୃଷି ଆଇନ୍‌କେ ନେଇକରି ୫୦ ଦିନ୍ ଉପରେ ହେଲାନ ଚାଷୀ ବିରୋଧ କରିକିନା ଧାରନାନେ ବସିଛନ୍ । ବାରମ୍ବାର ସରକାର ଆରୁ ଚାଷୀ ସଂଗଠନ ଭିତରେ ବୈଠକ ଆଲୋଚନା ଚାଲିଥିଲେ ଭିଲ୍ ସମାଧାନ୍ ହେଇନାଇଁ ପାରବାର । ଯେନଥିର ଲାଗି ଆଏବାର ୨୬ ତାରିଖନେ ଫେର୍ ଟ୍ରାକ୍ଟର ରାଲି କରବାର ଲାଗି ଚାଷୀ ସଂଗଠନ୍ ଆଡୁ କୁହାଯାଇଛେ ।

Leave A Reply

Your email address will not be published.