ଗନ୍ଧରେଲ୍ ଡେମ୍ ହେବା ପର୍ଯ୍ୟଟନ ସ୍ଥଳୀ ଓଡ଼ିଶାକଲା ଆର ସଂସ୍କୃତି By Parul Sharma On Dec 14, 2020 Share ବଲାଙ୍ଗୀରନେ ବହୁତ୍ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ଜାଗାମାନେ ରହିଥିବାର୍ ବେଲେ ସେନର୍ ଗନ୍ଧରେଲ୍ ଡେମ୍କେ ପର୍ଯ୍ୟଟନ ସ୍ଥଳୀ ରୂପେ ତିଆରି କରାଯିବା । ବଲାଙ୍ଗୀର୍ ର ସଦେଇପାଲି ପଂଚାୟତ୍ ଗନ୍ଧରେଲ୍ ଡେମ୍କେ ନୂଆ ପର୍ଯ୍ୟଟନ ସ୍ଥଳୀ କରବାର୍ ଲାଗି ସେନର୍ ବିଧାୟକ୍ ନରସିଂହ ମିଶ୍ର ସେ ଅଂଚଲ କେ ପରିଦର୍ଶନ କରିଥିଲେ । ସେ ଅଂଚଲ ର ଗନ୍ଧରେଲ ଗାଁ ପାସେ ରହିଥିବାର୍ ଗନ୍ଧରେଲ୍ ମାଟି ବନ୍ଧର୍ ଦୁହି ଆଡେ ବହୁତ୍ ସୁନ୍ଦର୍ ପାହାଡ ମାନକଁର୍ ସାଙ୍ଗେ ନଦୀ ରହିଛେ । ସେନ୍କେ ସବୁ ବଛର୍ ବହୁତ୍ ଲୋକ୍ ପିକ୍ନିିକ୍ ଆର୍ ବୁଲବାର୍ ଲାଗି ଆସିଥିସନ । ସେନ ବହୁତ୍ ଭଲ ପ୍ରାକୃତିକ୍ ପରିବେଷ୍ ସାଙ୍ଗେ ପାଏନ ରହିଥିବାର୍ନୁ ସେନ ଅଧିକ ପାଏନ ସଂରକ୍ଷଣ ଲାଗି ସୁବିଧା କରାଯିବା । ପର୍ଯ୍ୟଟନ ସ୍ଥଲୀ ଲାଗି ସେ ଜାଗା ରେ ସବୁ ସୁବିଧା କରାଯିବାର୍ ସାଙ୍ଗେ ପାର୍କ ଭିଲ ତିଆରି କରାଯିବା ବଲି ପ୍ଲାନିଂ ଚାଲିଛେ । ପର୍ଯ୍ୟଟନ ସ୍ଥଳୀ ହେବାର୍ନୁ ସେନର୍ ଆଖର୍ ପାଖର୍ ବହୁତ୍ ଲୁକେ ରୋଜଗାର୍କ୍ଷମ ହେଇପାର୍ବେ ବଲି ଶ୍ରୀ ମିଶ୍ର କହିଥିଲେ । ସେନକେ ବୁଲି ଆସୁଥିବାର୍ ଲୁକକଁର୍ ଲାଗି ଶୌଚାଲୟ , ଗାଧବାର୍ ସୁବିଧା ଭିଲ୍ କରାଯିବା । ପର୍ଯ୍ୟଟନ ସ୍ଥଳୀ କେ ଯିବାର୍ ଲାଗି ରାସ୍ତା କାମ୍ ବି କରାଯିବା । balangirbeauty of odishabeauty of western odishagandhrel dam balangirnew odishaodisha balangirodisha govtodisha tourism Share