ବଜାରକେ ଆଏବା ପତଞ୍ଜଳିର କରୋନିଲ୍‌

କରୋନିଲ୍‌କେ ବଜାରକେ ଛାଡବାର ଲାଗି ଅନୁମତି ଦେଲେ ଆୟୁଷ ମନ୍ତ୍ରଳାୟ

0

ବାବା ରାମଦେବକଁର କରୋନା ଉଷୋକେ ବଜାରକେ ଆଏବାର ଲାଗି ମିଲଲା ଗ୍ରୀନ୍ ସିଗନାଲ୍ । ପତଞ୍ଜଳି ଆଡୁ ପ୍ରସ୍ତୁତ କରାଯାଇଥିବାର ମେଡିସିନ୍ କରୋନିଲ୍‌କେ ଆୟୁଷ ମନ୍ତ୍ରଳାୟ ଆଡୁ ବଜାରକେ ଛାଡବାର ଲାଗି ସ୍ୱିକୃତି ମିଲିଛେ । ଇ ଉଷୋ ସିଓପିପି, ଡବ୍ଲୁଏଚଓ, ଜିଏମପି ସିର୍ଟିଫିକେଟ୍ ପାଇଛେ । ବିଶେଷଜ୍ଞ ମାନକଁର ଆଡୁ ପରୀକ୍ଷା ନୀରିକ୍ଷା କରାଯାଇ କରି ଇ ମେଡିସିନ୍ ପ୍ରସ୍ତୁତ କରାଯାଇଛେ ବଲି ପତଞ୍ଜଳି ଆଡୁ କୁହାଯାଇଛେ । ପହେଲାନୁ ପତଞ୍ଜଳିର କରୋନିଲ୍‌କେ ବଜାରକେ ଆନବାର ଲାଗି ମନା କରାଯାଇଥିବାର ବେଲକେ ଇହାଦେ ଫେର୍ ଇଥରେ ସ୍ୱିକୃତୀ ମିଲିଛେ । କରୋନିଲର ଲଂଚ କାର୍ଯ୍ୟକ୍ରମ୍ କରାଯାଇଥିବାର ବେଲକେ କାଯଁକ୍ରମନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ଉପସ୍ଥିତ ରହିଥିଲେ । କରୋନିଲ ମେଡିସିନ୍‌କେ ଆୟୁଷ ଚିକିତ୍ସା ପଦ୍ଧତିନେ ବେଭହାର କରାଯାଇପାରବା ବଲି କୁହାଯାଇଛେ ।

Leave A Reply

Your email address will not be published.