ମିସ୍ ଇଣ୍ଡିଆ ରନର୍ସ ଅଫ୍ ମିମାଂଶା ରଥ

ଅପେରା ମିସ୍ ଇଣ୍ଡିଆ ୨୦୨୧ ରନର୍ସ ଅଫ୍ ଟାଇଟଲ ଜିତଲେ ସମ୍ବଲପୁରର ଟୁକେଲ୍ ମିମାଂଶା ରଥ

0

ଫେର୍ ଓଡ଼ିଶାର ନାଁ ରଖଲେ ସମ୍ବଲପୁରର ଟୁକେଲ ମିମାଂଶା ରଥ । ଅପେରା ମିସ୍ ଇଣ୍ଡିଆ ୨୦୨୧ର ପହେଲା ରନର୍ସ ଅଫ୍ ଟ୍ରଫି ସେ ଜିତିଛନ୍ । ଅନଲାଇନ୍‌ନେ ହେଇଥିବାର ଇ ପ୍ରତିଯୋଗିତାନେ ଦେଶର ଭିନ୍ ଭିନ୍ ଜାଗାନୁ ଦସ୍ୱବ ଶହନୁ ଅଏତକା ପ୍ରତିଯୋଗୀ ସାମିଲ୍ ହେଇଥିଲେ ଆରୁ ଇମାନକଁର ଭିତରୁ ୬୪ ଜନ୍‌କୁଁ ବଛାଯାଇଥିଲା । ଯେନଥିରେ ମିମାଂଶା ରନର୍ସଅପ୍ ହେଇଛନ୍ । ଇତାର ଆଘୋନୁ ଭିଲ୍ ସେ ଦୁଶରା ଅନଲାଇନ୍ ସୁନ୍ଦରୀ ପ୍ରତିଯୋଗିତା ମାନକେ ଭାଗ୍ ନେଇକରି ଟାଇଟଲ୍ ମାନେ ଜିତିଛନ୍ । ଲକ୍‌ଡାଉନ୍ ସମିଆଁନେ ଯେତେବେଲେ ସଭେଁ ଘରେ ବନ୍ଦ ହେଇକରି ରହିଥିଲେ ସେତେବେଲେ ମିମାଂଶା ମଡେଲିଂ ଲାଗି ନିଜକୁ ପ୍ରସ୍ତୁତ କରୁଥିଲେ । ଫ୍ୟାଶନ୍ ଇଣ୍ଡଷ୍ଟ୍ରିନେ କାମ୍ କରବାର ଇଚ୍ଛା ରଖିଛନ୍ ମିମାଂଶା । ଖାଲି ମଡେଲିଂ ନୁହେଁ ସେ ଜନେ ଭଲ୍ ଗାୟିକା, ୟୁ ଟ୍ୟୁବର୍ ଆରୁ ଉଦଘୋଷିକା ଭିଲ୍ ।

Leave A Reply

Your email address will not be published.