Browsing Tag

central govt

ସମ୍ବଲପୁର୍ ପାଏବା ଜାତୀୟସ୍ତର୍ ପୁରସ୍କାର୍‌

 ସାଧାରଣ ଲୁକକଁର୍ ଅଭିଯୋଗ୍ ଶୁଣାଣି ଲାଗି ଜାତୀୟସ୍ତର୍ ନେ ସମ୍ବଲପୁର୍ ଜିଲ୍ଲା କେ ପୁରସ୍କାର୍ ମିଲ୍‌ବା ବଲି ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ କଁର୍ ଇ ଉତ୍କର୍ଷତା ପୁରସ୍କାର୍ ଲାଗି ଦେଶର୍ ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିବାର୍ ବେଲେ । ସେ ଭିତ୍‌ରେ ୧୩ଟା ଜିଲ୍ଲା ମନୋନୀତ୍ ହେଇଛେ ଆର୍…

ସୂତା ଦାମ୍ ବଢିଗଲା ଉତାରୁ ଚିନ୍ତା ନେ ସମ୍ବଲପୁରୀ ବୁଣାକାର୍

କେନ୍ଦ୍ର ବଜେଟ୍ ୨୦୨୧ ନେ ସୂତା ର ଦାମ୍ ଉପରେ ଟିକସ୍ ଲାଗ୍‌ବାର୍ ନୁ ଇହାଦେ ମୁଡେ ହାତ୍ ଦେଇଛନ୍ ବୂଣାକାର୍ । କଟନ୍ ର ଦାମ୍ ବଢି ଯିବାର୍ ନୁ ସୂତା ର୍ ଦାମ୍ ଭିଲ୍ ବଢିଯିବା ଯେନଥିର୍ ଲାଗି ଗୁଟେ ବୁଣାକାର୍ କେ ଯେତ୍‌କି ଲାଭ୍ ମିଲୁଥିଲା ସେତ୍‌କି ଭିଲ୍ ନାଇ ମିଲେ । ସେଥିର୍ ଲାଗି ବଲିକରି…

ଓଡିଶାକେ ବାତ୍ୟା ଆର୍ ମରୁଡି ମୁକାବିଲା ଲାଗି ମିଲ୍‌ବା ୯୦୦କୋଟି

ଓଡିଶା ସବୁବେଲେ ବାତ୍ୟା ଆର୍ ମରୁଡି ଲେଖେ ବହୁତ୍ ଟେ ପ୍ରାକୃତିକ୍ ବିପର୍ଯ୍ୟୟ ମାନକଁର୍ ସାମ୍ନା କରିଥିସି । ସେଥିର୍ ଲାଗି ଆଏବାର୍ ୫ ବରଷ୍ ଭିତ୍‌ରେ ରାଏଜ୍ କେ ମରୁଡି ମୁକାବିଲା କର୍‌ବାର୍ ଲାଗି ୧୦୦ କୋଟି ଆର୍ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ୍ ଲାଗି ୮୦୦ କୋଟି ଟକାଁ ର୍ ଅନୁଦାନ ମିଲ୍‌ବା ।…

ଖୋର୍ଦ୍ଧା – ବଲାଙ୍ଗିର୍ ରେଲ୍ ଲାଇନ୍‌କେ ୧୦୦୦କୋଟି

ନୂଆଦିଲ୍ଲୀ ନେ ବସିଥିବାର୍ ସଂସଦ୍ ବଜେଟ ୨୦୨୧-୨୦୨୨ନେ ଓଡିଶାର୍ କେତେଟା ପ୍ରକଲ୍ପ ସାମିଲ୍ କରାଯାଇଥିବାର୍ ବେଲ୍‌କେ ସେ ଭିତ୍‌ରେ ପଶ୍ଚିମ ଓଡିଶା ର୍ କେତେଟା ପ୍ରକଲ୍ପ କାମ୍ ଭିଲ୍ ବଜେଟ୍ ନେ ଉପସ୍ଥାପନ କରାଯାଇଥିଲା । ଓଡିଶାର୍ ରେଲ୍ ପ୍ରକଲ୍ପ ନେ ଖୋର୍ଦ୍ଧାରୋଡ ନୁ ବଲାଙ୍ଗିର୍ ୨୮୯ କିମି…

ବଜେଟ୍‌ନେ ଓଡିଶା ର୍ ବିକାଶ୍

ସଂସଦ୍ ନେ ହେଇଥିବାର୍ ୟୁନିଅନ୍ ବଜେଟ୍ ୨୦୨୧-୨୦୨୨ର ଉପସ୍ଥାପନା ନେ ଓଡିଶାର୍ ଭିତ୍ତିଭୂମି ବିକାଶ୍ ଆର୍ ନୀଳାଚଳ ଇସ୍ପାତ୍ ଇତ୍ୟାଦି ବିଷୟ୍ ଉପ୍‌ରେ କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡିଶାର୍ ଭିତ୍ତିଭୂମି ବିକାଶ୍ ସାଙ୍ଗେ ନୀଳାଚଳ ଇସ୍ପାତ୍ ର୍ ପୂଞ୍ଜି ପ୍ରତ୍ୟାହାର୍…

ଆଗତ ହେଲା ବଜେଟ୍‌, ସ୍ୱାସ୍ଥ୍ୟ ଉପରେ ଅଏତକା ଗୁରୁତ୍ୱ

ଲୋକସଭାନେ ଆଗତ ହେଲା ବରଷ୍ ୨୦୨୧-୨୨ର ବଜେଟ୍ । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଇ ବଜେଟ୍ ଆଗତ୍ କରିଥିବାର ବେଲକେ ଇଥରେ କେତେଟା ଯୋଜନାର ଅବଧି ବଢାଯାଇଛେ । କେନ୍ଦ୍ର ସରକାରକଁର ‘ଉଜ୍ୱଳା ଯୋଜନା’ କେ ସାମିଲ୍ କରାଯାଇଛେ । ଆଏବାର ୩ ବରଷ୍ ଭିତରେ କେନ୍ଦ୍ର ସରକାର ଶହେଟା ଜିଲ୍ଲାନେ ଗୁଟେ…

ଫେସ୍‌ବୁକ୍ ନୁ ଚୋରି ହେଲା ଡାଟା

୫.୬୨ ଲାଖ୍ ଭାରତୀୟ କଁର୍ ଫେସ୍‌ବୁକ୍ ନୁ ଡାଟା ଚୋରୀ ଅଭିଯୋଗ୍‌ନେ ଇଂଲଣ୍ଡ୍‌ର ‘କେମ୍ବ୍ରିଜ୍ ଆନାଲିଟିକା' ର୍ ନାଁ ଥି ‘ସେଣ୍ଟ୍ରାଲ୍ ଇନ୍‌ଭେଷ୍ଟିଗେସ୍‌ନ ବ୍ୟୁରୋ'(ସିବିଆଇ) ମାମ୍‌ଲା ରୁଜୁ କରିଛେ । ତାର୍ ସାଙ୍ଗେ ଇଂଲଣ୍ଡ୍ ର ଆର୍ ଗୁଟେ ପ୍ରତିଷ୍ଠାନ୍ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ'…

ଗୋପାଲପୁର୍ ନୁ ସମ୍ବଲପୁର୍ ର ରେଲ୍ ଯୋଗାଯୋଗ୍ ଲାଗି ଶେଷ୍ ହେଲା ସର୍ଭେ

ଗୋପାଲପୁର୍‌-ସମ୍ବଲପୁର୍ ରେଲ୍ ଯୋଗାଯୋଗ୍ ଲାଗି କାଲି ସର୍ଭେ ଶେଷ୍ ହେଇଛେ । ଆଗରୁ ଦକ୍ଷିଣ୍ ପଶ୍ଚିମ୍ ନେ ରେଲପଥ୍ ସଂଯୋଗ୍ ଲାଗି ପ୍ରସ୍ତାବିତ୍ ହେଇଥିଲା ।ହେଲେ କାଲି ତାର୍ ଏୟାର୍ ସର୍ଭେ ଶେଷ୍ ହେଇଯାଇଛେ ଆର୍ ସର୍ଭେ ରିପୋର୍ଟ କେ ନୀତି ଆୟୋଗ୍ କେ ପଠାଯାଇଛେ । ନୀତି ଆୟୋଗ୍ ର ମଞ୍ଜୁରୀ…

ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା…

ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍‌ର ସୁମିତ ପୁରୋହିତ

ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍‌କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍‌ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍‌ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ…