ଦେଶର ଗର୍ବ ଆମର ବୈଜ୍ଞାନିକ୍‌

ଦୁନିଆଁର ବଡ ଟିକାକରଣ ହେବାକେ ଯାଉଛେ ଭାରତନେ: ପ୍ରଧାନମନ୍ତ୍ରୀ

0

କରୋନା ଟିକାକରଣ ନେଇକରି ପ୍ରତିକ୍ରିୟା ରଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ୱହୁତ୍ ଜଲଦି ଭାରତନେ ଟିକାକରଣ ଅଭିଯାନ୍ ମୁଲ୍ ହେବାକେ ଯାଉଥିବାର ନେଇକରି କହେଲେ ମୋଦି । ‘ନ୍ୟାସନାଲ୍ ମେଟ୍ରୋଲୋଜି କନକ୍ଲେଭ’୍ ନେ ଯୋଗ ଦେଇକରି କରୋନା ଟିକାକରଣ କଥା କହିଛନ୍ । ଇ ଅବସରନେ ପ୍ରଧାନମନ୍ତ୍ରୀ ସବୁ ବୈଜ୍ଞାନିକ୍ ଆର ଟେକ୍ନିସିଆନ୍ ମାନକୁଁ ସମ୍ବୋଧନ୍ କରିକିନା ସେମାନକୁଁ ଦେଶର ଗର୍ବ ବଲି କହିଛନ୍ ।

ଇମାନକଁର ପାଶେ ଆମର ଦେଶ୍ ଋଣି ବଲି କହିଛନ୍ ମୋଦି । ସୋମବାର ଦିନ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭର ଉଦଘାଟନ କରିଛନ୍ । କରୋନା ଭ୍ୟାକ୍ସିନ୍ ବାହାର କରିଥିବାରନୁ ଆମର ଦେଶର ବୈଜ୍ଞାନିକ୍ ମାନକୁଁ ଧନ୍ୟବାଦ୍ ଆରୁ ଶୁଭେଚ୍ଛା ଜନେଇଛନ୍ । ଗୁଟେ ନୁହେଁ ଦୁଇଟା କରୋନା ଭ୍ୟାକ୍ସିନ୍ ବାହାର କରବାରନେ ସଫଲ ହେଇଛନ୍ ଦେଶର ବୈଜ୍ଞାନିକ୍ , ଯେନଟାକି ଦେଶ ଲାଗି ଗୁଟେ ଗର୍ବର କଥା । ପ୍ରଧାନମନ୍ତ୍ରୀ ଆହୁରି ଭିଲ୍ କହିଛନ୍ ଯେ, ଭାରତନେ ଦୁନିଆଁର ସବୁନୁ ବଡ ଭ୍ୟାକ୍ସିନ୍ କାର୍ଯ୍ୟକ୍ରମ୍ ଆରମ୍ଭ ହେବାକେ ଯାଉଛେ ।

Leave A Reply

Your email address will not be published.