ରାଜ୍ୟନେ କମଲା ଶୀତ୍

ଆଏବାର ୨୪ ଘଣ୍ଟାନେ ରାଜ୍ୟର ଭିନ୍ ଭିନ୍ ଜାଗାନେ କୁହୁଡିର ହେବାର ସମ୍ଭାବନା

0

ରାଜ୍ୟନେ ଗଲା ଦୁଇ ଦିନ୍ ହେଲା ଶୀତ୍ କମିଛେ । ଫେବୃଆରୀ ମାସ୍ ଆରମ୍ଭନୁ ଥଣ୍ଡା ପବନ୍ ଦେବାର ସାଙ୍ଗେ ଶୀତ୍ ଭିଲ୍ ଟିକେ ବଢିଥିଲା, ଯେନଟାକି ଇହାଦେ ବନ୍ଦ ହେଇଯାଇଛେ । ଇହାଦେ ଥଣ୍ଡା କମବାର ସାଙ୍ଗେ ପାରା ଟିକେ ବଢିଛେ । ଗଲା ୨୪ ଘଣ୍ଟା ଗଲା ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରନେ ସବୁନୁ ଅଏତକା ପାରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଥିବାର ବେଲକେ ଫୁଲବାଣୀନେ ସବୁନୁ କମ୍ ୭.୮ ଡିଗ୍ରୀ ରେକର୍ଡ କରାଯାଇଛେ । ଆଗକେ ୫ ଦିନ୍ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନେ ପାଗ୍ ଶୁଖା ରହେବା ଆରୁ ଖରାଟିଆ ପାଗ୍ ରହେବାର ନେଇକରି ପାଣିପାଗ ବିଜ୍ଞାନ୍ କେନ୍ଦ୍ର ଆଡୁ କୁହାଯାଇଛେ । ସେଆଡେ ଆଏବାର ୨୪ ଘଣ୍ଟା ଭିତରେ କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, କଟକ, କୋରାପୁଟ ଲେଖେଁ ଜାଗା ମାନକେ କୁହୁଡି ଦେଖାଦେବାର ସମ୍ଭାବନା ରହିଛେ ।

Leave A Reply

Your email address will not be published.