Browsing Tag

winter

ରାଜ୍ୟନେ କମଲା ଶୀତ୍

ରାଜ୍ୟନେ ଗଲା ଦୁଇ ଦିନ୍ ହେଲା ଶୀତ୍ କମିଛେ । ଫେବୃଆରୀ ମାସ୍ ଆରମ୍ଭନୁ ଥଣ୍ଡା ପବନ୍ ଦେବାର ସାଙ୍ଗେ ଶୀତ୍ ଭିଲ୍ ଟିକେ ବଢିଥିଲା, ଯେନଟାକି ଇହାଦେ ବନ୍ଦ ହେଇଯାଇଛେ । ଇହାଦେ ଥଣ୍ଡା କମବାର ସାଙ୍ଗେ ପାରା ଟିକେ ବଢିଛେ । ଗଲା ୨୪ ଘଣ୍ଟା ଗଲା ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରନେ ସବୁନୁ…

ଲୁକଲୁକାନି ଖେଲୁଛେ ଶୀତ୍‌

ଫେର୍ ଫିରିଛେ ଶୀତ୍ । ରାଜ୍ୟନେ ଭିନ୍ ଭିନ୍ ଜାଗାନେ ପାରା କମିଥିବାର ବେଲକେ ଥଣ୍ଡା ବଢିଛେ । ୯ଟା ଜାଗାନେ ପାରା ୧୧ ଡିଗ୍ରୀ ତଲେ ରହିଥିବାର ଜନାପଡିଛେ । ୫.୮ ଡିଗ୍ରୀ ସାଙ୍ଗେ ଫୁଲବାଣୀ ଓଡ଼ିଶାର ସବୁନୁ ଥଣ୍ଡା ସହର ବନିଛେ । ସେନ୍ତା ଝାରସୁଗୁଡ଼ା ସହରନେ ପାରା ରହିଛେ ୭.୬ ଡିଗ୍ରୀ,…

ଆହୁରି ବଢବା ଜାଡ୍‌

ରାଜ୍ୟନେ ଜାରି ରହିଛେ ଶୀତ୍ । ରାତି ପାରା କମବାର ସାଙ୍ଗେ ବଢୁଛେ ଜାଡ୍ । ଗଲା କିଛି ଦିନ୍ ଧରିକିନା ଲାଗି ରହିଥିବାର ଥଣ୍ଡା ଇହାଦେ ଫେର୍ ବଢେଇଛେ ମୁସ୍କିଲ୍ । ଆଗକେ ଆହୁରି ପାଂଚ ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆରୁ ବେଶୀ କିଛି ପରିବର୍ତ୍ତନ୍ ନାଇଁ ଆସେ ବଲି ପାଣିପାଗ ବିଭାଗ ଆଡୁ…

ଆଗକେ ଫେର୍ କମ୍‌ବା ପାରା, ଶୀତେ ଥରବା ଓଡ଼ିଶା

ଇହାଦେ ଜାଡ୍ ଲାଗି ପୁରା ଓଡ଼ିଶା ଥରୁଛେ । ପାଗ ଶୁଖା ରହେବାର ସାଙ୍ଗେ ଥଣ୍ଡା ପବନ୍ ବୁହୁଛେ ଯେନଥିର ଲାଗି ଅଏତକା ଥଣ୍ଡା ଲାଗୁଛେ । ଆରୁ ରାଏତ୍ ହେଲେ ଥଣ୍ଡାଟା ବେଶୀ ବଢିଯାଉଛେ । ଆଗକେ ଆହୁରି କିଛି ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆର୍ ଜାଡ୍ ବଢବାର ନେଇକରି ଭୁବନେଶ୍ୱର ଆଂଚଳିକ୍ ପାଣିପାଗ୍…

ଶୀତେ ଥରୁଛେ ଓଡିଶା

ଓଡିଶା ନେ ଇ କିଛିଦିନ୍ ହେବା ଶୀତର୍ ଲହରୀ ବେଶି ବଢିଯାଇଥିବାର୍ ଦେଖବାର୍ କେ ମିଲିଛେ । ଉତ୍ତର୍ ଭାରତ୍ ଆଡୁ ଓଡିଶା କେ ଥଣ୍ଡା ପବନ ବହି ଥିବାର୍ ନୁ ସାରା ରାଏଜ୍ ନେ ସର୍ବନିମ୍ନ୍ ତାପମାତ୍ରା ୪ ନୁ ୫ ଡିଗ୍ରୀ ତକ୍ ହେଇଯାଇଛେ । ଫୁଲବାଣୀନେ ସବୁନୁ କମ୍ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍…

ବଢବା ଜାଡ୍‌

ରାଏଜେ ବଢବା ଜାଡ୍ । ନଭେମ୍ବର ଶେଷ୍ ତକ୍ ଜବର୍ ଜାଡ୍ ବଢବାର ସମ୍ଭାବନା ରହିଛେ । ଆଗକେ ପାରା ଆହୁରି କମ୍‌ବାର ନେଇକରି ଆଞ୍ଚଳିକ ପାଏନ୍‌ପାଗ ବିଭାଗ ଆଡୁ କୁହାଯାଇଛେ । ଆଏବାର ୨ ଦିନ୍ ରାଜ୍ୟର କେତେଟା ଜାଗାନେ ବର୍ଷା ହେଇପାରେ , ଯେନଥିର ଲାଗି ପାରା ବେଶି ନାଇଁ କମେ । ହେଲେ ୨୨ ତାରିଖ…