ହରିଶଙ୍କର୍‌ ନୁ ନରସିଂନାଥ୍‌ ତକ୍‌ ହେବା ରୋପ୍‌ୱେ ସୁବିଧା

ପଶ୍ଚିମ୍‌ ଓଡିଶାର୍‌ ଆଧ୍ୟାତ୍ମିକ୍‌ ପର୍ଯ୍ୟଟନ୍‌ କରିଡର୍‌ ଯୋଜ୍‌ନା

0

ପଶ୍ଚିମ୍‌ ଓଡିଶାର୍‌ ଭିନ୍‌ ଭିନ୍‌ ପର୍ଯ୍ୟଟନ୍‌ ଜାଗା ମାନକଁର ଲାଗି ପର୍ଯ୍ୟଟନ୍‌ କରିଡର୍‌ ଯୋଜନା କରାଯିବା ଆର୍‌ ସମ୍ବଲପୁରକେ ପର୍ଯଟନ୍‌ ହବ୍‌ କରାଯିବା । ସେନ୍ତା ବରଗଡ୍‌ ଆର୍‌ ନୁଆପଡା ଜିଲ୍ଲାର୍‌ ମଝିନେ ଥିବା ନର୍‌ସିଂନାଥ୍‌ ନୁ ହରିଶଙ୍କର୍‌ ତକ୍‌ ରୋପ୍‌ ୱେ ଲଗାଯିବା ବଲିକରି ପର୍ଯ୍ୟଟନ୍‌ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍‌ ।

 

ପଶ୍ଚିମ୍‌ଓଡିଶାନେ ବହୁତ୍‌ଟେ ପର୍ଯ୍ୟଟନ୍‌ ଜାଗା ମାନେ ଥିବାର ବେଲେ ସେତାର ବିକାଶ୍‌ କାମ ବହୁତ୍‌ ଜଲଦି୍‌ ମୂଲ୍‌ ହେବା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍‌ । ଆର୍‌ ଯେନ୍‌ ଯେନ୍‌ ପର୍ଯ୍ୟଟନ ଜାଗା ମାନ୍‌କେ ଯିବାର୍‌ ଲାଗି ରାସ୍ତା ସୁବିଧା ଠିକ୍‌ ନାଇ ଥିବା ସେ ଜାଗା ମାନ୍‌କୁଁ ହେଲିକେପଟର୍‌ ସାହାର୍ଯ୍ୟନେ ଜୁଡାଯିବା ବଲିକରି ସେ କହିଛନ୍‌ ।

Leave A Reply

Your email address will not be published.