ଆଡିଲେଡ୍‌ ନେ ହାରିଗଲା ଭାରତ୍‌

୮ ୱିକେଟ୍‌ ନେ ଅଷ୍ଟ୍ରେଲିଆ ଜିତଲା ପହେଲା ମ୍ୟାଚ୍‌

0

ଆଡିଲେଡ ନେ ହେଇଥିବାର୍‌ ଭାରତ୍‌ ଅଷ୍ଟ୍ରେଲିଆ ମ୍ୟାଚ୍‌ନେ ଭାର୍‌ତର୍‌ ହାରିଯାଇଛେ । ୮ୱିକେଟ୍‌ ନେ ଭାରତ୍‌ କେ ହରେଇ କରି ମ୍ୟାଚ୍‌ ଜିତିଛେ ଅଷ୍ଟ୍ରେଲିଆ । ପହେଲା ଇନିଂସ ନେ ଭାରତ୍‌ ଅଷ୍ଟ୍ରେଲିଆ ନୁ ଆଗେ ରହିଥିବାର୍‌ ବେଲେ ସେକେଣ୍ଡ୍‌ ଇଂନିସ୍‌ ନେ ଭାରତ୍‌ ମାତ୍ର ୩୬ ରନ୍‌ କରିପାରିଥିଲା । ଯେନଟା କି ଟିମ୍‌ ଇଣ୍ଡିଆ ର୍‌ ସବୁନୁ କମ୍‌ ସ୍କୋର୍‌ ଆଏ କିନ୍ତୁ ଇତାର୍‌ ଆଗରୁ ଭାରତ୍‌ ର ସବୁନୁ କମ୍‌ ରନ୍‌ ହିସାବେ ୪୨ରନ୍‌ କରିଥଲା । ସେଥିର୍‌ ଲାଗି ଟିମ୍‌ ଇଣ୍ଡିଆର ର ଚିନ୍ତା ଆଏବାର୍‌ ମେଚ୍‌ ଲାଗି ବଢିଯାଇଛେ ।

ଅଷ୍ଟ୍ରେଲିଆ ସାମ୍‌ନାନେ ମେଚ୍‌ ଜିତ୍‌ବାର୍‌ ଲାଗି ୯୦ ରନ୍‌ର ଟାର୍ଗେଟ୍‌ ରହିଥିଲା । ଅଷ୍ଟ୍ରେଲିଆ ୨ଟା ୱିକେଟ୍‌ରେ ୯୩ ରନ୍‌ କରି ମେଚ୍‌ ଜିତିଯାଇଛେ । ଅଷ୍ଟ୍ରେଲିଆ ର ଜୋ ବନର୍ସ ୫୧ ରନ୍‌ ,୍‌ ମେଥିଉ ୱେଡ ୩୩ ରନ୍‌ ଆର୍‌ ଷ୍ଟିଭ୍‌ ସ୍ମିଥ୍‌ ୧ ରନ କରିଥିଲେ । ଜୋଶ୍‌ ହେଜଲଉଡ ୫ ଆର୍‌ ପେଟ୍‌ କମିନ୍ସ୍‌ ୪ ୱିକେଟ୍‌ ନେଇକରି ଭାରତ୍‌ କେ ହରେଇଥିଲେ । ଭାରତ୍‌ ଇ ମେଚ୍‌ ନେ ହାର୍‌ ର ସାମନା କରଛେ ସେଆଡେ ଡେ- ନାଇଟ୍‌ ଟେଷ୍ଟ୍‌ରେ ମେଚ୍‌ ଜିତ୍‌ବାର୍‌ ଉତାରୁ ଅଷ୍ଟ୍ରେଲିଆ ୪ଟା ମେଚ୍‌ ର ବୋର୍ଡର୍‌-ଗାଭାସ୍କର୍‌ ଟେଷ୍ଟ୍‌ ସିରିଜ୍‌ ୧-୦ ଥି ଆଗ୍‌କେ ବଢିଛେ । ଇ ମେଚ୍‌ ନେ ବ୍ୟାଟିଂ କରୁଥିବାର୍‌ ବେଲେ ଟିମ୍‌ ଇଣ୍ଡିଆର୍‌ ଫାଷ୍ଟ୍‌ ବଲର୍‌ ମହମ୍ମଦ୍‌ ସାମି ଆଘାତ୍‌ ପାଇଥିବାର ନୁ ଆଏବାର୍‌ ମେଚ୍‌ ନେ ତାକଁର୍‌ ଖେଲ୍‌ କେ ନେଇକରି କିଛି କହିନାଇ ହେବାର୍‌ । ଆର୍‌ ସେଆଡେ କ୍ୟାପ୍‌ଟେନ୍‌ ବିରାଟ୍‌ କୋହଲି ଭିଲ୍‌ ଭାରତ୍‌ ଫେରି ଆସୁଥିବାର୍‌ ନୁ ଟିମ୍‌ ଇଣ୍ଡିଆ ର ଇ ସିରିଜ୍‌ କେ ନେଇକରି ସବକର୍‌ ଚିନ୍ତା ବଢି ଯାଇଛେ ।

Leave A Reply

Your email address will not be published.