ସବୁନେ ହେବା ମୂର୍ତ୍ତି ପୂଜା

କଟକର ୯ଟା ପଣ୍ଡାଲନେ ବଡ଼ ମୂର୍ତ୍ତି ପୂଜା କରାଯିବା

0

ଦୁର୍ଗାପୂଜା ମୂର୍ତ୍ତି ବିବାଦ ମାମଲାନେ ରାୟ ଶୁଣାଲେ ହାଇକୋର୍ଟ । କଟକ ସହରର ୯ଟା ମଣ୍ଡପନେ ବଡ଼ ମୂର୍ତ୍ତି ପୂଜା ପାଇପାରବେ ବଲି ଅନୁମତି ମିଲିଛେ । ଇ ୯ଟା କମିଟି ଆଡୁ କୋର୍ଟଙ୍କର ପାଖେ ସବୁ ତଥ୍ୟ ରଖିଯାଇଥିଲା । ପହେଲାନୁ ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ୍ ଜାରି କରିଥିବାର ବେଲେ ଇ ଅନୁସାରେ ପୂଜା କମିଟି ମାନଙ୍କୁ ପୂଜାର ଆୟୋଜନ କରବାକେ କୁହାଯାଇଛେ । କୋଭିଡ କଟକଣା ଭାଙ୍ଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବଲି କୁହାଯାଇଛେ । ସେଆଡେ ଭଷାଣୀ ନେଇକରି ସରକାର ପ୍ରଶାସନ ହାତେ ଟେକିଛନ୍ । ସବୁ ପୂଜା ମଣ୍ଡପନେ ମୂର୍ତ୍ତି ୪ଫୁଟ୍ ଭିତରେ ଉଚ୍ଚା ରଖବାର ଲାଗି ଗାଇଡ ଲାଇନ୍ ଜାରି ହେଇଥିଲା । ସେପ୍ଟେମ୍ବର ୧୦ ତାରିଖନେ ଜାରି ଗାଇଡଲାଇନ୍ ବିରୁଧନେ ହାଇକୋର୍ଟନେ ଚ୍ୟାଲେଞ୍ଜ କରାଯାଇଥିଲେ । ପୋଲିସ କମିଶନର ଭିଲ ଗଲା ସେପ୍ଟେମ୍ବର ୧୭ ତାରିଖନେ ସମାନ ନିର୍ଦ୍ଦେଶନାମା ଦେଇଥିଲେ । ରାଜ୍ୟ ସରକାର ଆର ପୋଲିସ କମିଶନରଙ୍କର ନିର୍ଦ୍ଦେଶନାମାକେ ଚ୍ୟାଲେଞ୍ଜ କରିକିନା ହାଇକୋର୍ଟନେ ମାମଲା ରୁଜୁ ହେଇଥିଲା ବେଲେ ମୁକ୍ୟ ବିଚାରପତିଙ୍କର ଖଣ୍ଡପୀଠନେ ମାମଲାର ଶୁଣାଣି ହେଇଛେ । ଶୁଣାଣି ଉତାରୁ ସବୁନେ ମୂର୍ତ୍ତି ପୂଜା ହେବାର ସାଙ୍ଗେ ୯ଟା ପଣ୍ଡାଲନେ ବଡ ମୂର୍ତ୍ତି ପୂଜା କରାଯିବାର ନେଇକରି ଝନାପଡିଛେ ।

Leave A Reply

Your email address will not be published.