କରୋନା ବେମାର୍ କେ କାଏଁ’ଯେ କହୁଛନ୍ ଟଡେଁହି ଆର୍ ପେତେନ୍‌

0

ସବୁବେଲେ ଇହାଦେ କରୋନା ଲାଗି ବହୁତ୍‌ଟେ ଭିଡିଓ ଭାଇରଲ୍ ହେଉଥିବାର୍‌ଟା ଆମେ ଦେଖ୍‌ବାର୍‌କେ ପାଉଛୁଁ । କେତେବେଲେ ଛୁଆମାନେ କରୋନା ସଚେତନା ଦେଉଥିବାର୍ ଆର୍ କେତେବେଲେ ବବା ଆର୍ ବଡ୍ ମାଁ କରୋନା ଉପ୍‌ରେ କହୁଥିବାର୍ ଭିଡିଓ । ଆର୍ ଏନ୍ତା ସମିଆଁ ନେ ବି ଯେତେବେଲେ ଆମେ ସେନ୍ତା ଭିଡିଓ ମାନେ ଦେଖିଥିସୁ ତ ଆମର୍ ମୁହେଁ ହସି ଆସି ଯାଏସି । ଆର୍ ସେନ୍ତା ଗୁଟେ ବବା ଆର୍ ବଡ୍ ମାଁ କଁର୍ ଭିଡିଓ ଇହାଦେ ସୋସିଅଅଲ୍ ମିଡିଆ ଥି ଭାଇରାଲ୍ ହେବାର୍ କେ ଲାଗିଛେ । ହେଲେ ସେ ଭିଡିଓନେ ଏନ୍ତା କାଣା ଅଛେ ଆର୍ ଏତ୍‌କି କାଏଁଯେ ଭାଇରାଲ୍ ହେଉଛେ ଦେଖ୍‌ମା ଇ ଭିଡିଓନେ ।

Leave A Reply

Your email address will not be published.