Browsing Tag

India vs Australia

କ୍ରିକେଟ୍ ଇତିହାସ୍‌ରେ ଶିଳାଲେଖ୍‌: ୨-୧ରେ ବର୍ଡର୍‌-ଗାଭାସ୍କର୍ ସିରିଜ୍ ଜିତ୍‌ଲା ଭାରତ

କିଛିଟା ଘଟ୍‌ନା କେ ଖବର୍ କୁହାଯାଏସି ତ ଆର୍ କେତେଟା କେ ଐତିହାସିକ୍ ମୁହୂର୍ତ୍ତ । ଯେତକି ବେଲକେ ମୁନୁଷ୍ ସମାଜ୍ ପଛକେ ଉଲଟି କରି ଦେଖସି ସେତେବେଲେ ସେଇ ଜିନିଷ୍ ମାନେ ହିଁ ତାହାକେ ଇତିହାସ୍ ବାବଦରେ ବତାସି ଆର୍ ଭବିଷ୍ୟତ୍ ଲାଗି ରାହା ଦେଖାସି । ବାକି ଆଏଜ୍ ଭାରତର କ୍ରିକେଟ୍ ଦଲ୍…

ସିଡନି ଟେଷ୍ଟ୍‌: ହାରିଯିବା କାଏଁ ଭାରତ୍ !

ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ଚାଲିଥିବାର୍ ସିଡ୍‌ନିନେ ଚାଲିଥିବାର୍ ଟେଷ୍ଟ୍ ମ୍ୟାଚ୍‌ର ୩ ନମ୍ବର ଦିନ୍‌ର ଖେଲ୍ ସର୍‌ବାର୍‌ତକ୍ ଯାହା ସ୍ଥିିତି ସାମ୍ନାକେ ଆସୁଛେ ସେନେ ଭାରତ ଅଡୁଆ ଭିତରେ ପଡିବାରେ ବାଗିର୍ ଲାଗୁଛେ । ଆଏଜ୍ ଭାରତ୍ ୯୪/୨ ରୁ ଦିନ୍ ମୂଲ୍ କରିଥିଲା । ପିଚ୍ ବ୍ୟାଟିଂ ଲାଗି…

ପହେଲା ଦିନର୍ ଖେଲ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୬୬/୨

ଭାରତ ଆରୁ ଅଷ୍ଟ୍ରେଲିଆ ଭିତରେ ବର୍ଡର୍‌-ଗାଭାସ୍କର୍ କ୍ରିକେଟ୍ ସିରିଜ୍‌ର ୩ ନମ୍ବର୍ ଟେଷ୍ଟ୍ ସିଡ୍‌ନୀ ଠାନେ ଆରମ୍ଭ୍ ହେଇଯାଇଛେ । ପହେଲା ଦିନର୍ ଖେଲ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୬୬ ରନ୍ କରିଛେ ଆର୍ ତାଙ୍କର୍ ଦୁଇଟା ଖେଲାଲୀ ଆଉଟ୍ ହେଇସାରିଛନ୍ । ମାରନସ୍ ଲବୁସେଁ ୬୭ ଆର୍ ଷ୍ଟିଭେନ୍…

ଆଡିଲେଡ୍‌ ନେ ହାରିଗଲା ଭାରତ୍‌

ଆଡିଲେଡ ନେ ହେଇଥିବାର୍‌ ଭାରତ୍‌ ଅଷ୍ଟ୍ରେଲିଆ ମ୍ୟାଚ୍‌ନେ ଭାର୍‌ତର୍‌ ହାରିଯାଇଛେ । ୮ୱିକେଟ୍‌ ନେ ଭାରତ୍‌ କେ ହରେଇ କରି ମ୍ୟାଚ୍‌ ଜିତିଛେ ଅଷ୍ଟ୍ରେଲିଆ । ପହେଲା ଇନିଂସ ନେ ଭାରତ୍‌ ଅଷ୍ଟ୍ରେଲିଆ ନୁ ଆଗେ ରହିଥିବାର୍‌ ବେଲେ ସେକେଣ୍ଡ୍‌ ଇଂନିସ୍‌ ନେ ଭାରତ୍‌ ମାତ୍ର ୩୬ ରନ୍‌ କରିପାରିଥିଲା…

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍‌: କାଉଣ୍ଟ ଡାଉନ୍ ମୂଲ୍‌

ଭାରତ୍ ଆର୍ ଅଷ୍ଟ୍ରେଲିଆ ଭିତରେ ଯେତେବେଲେ ବି କ୍ରିକେଟ୍ ଖେଲ୍ ହେସି ସେଟାକେ ସାରା ଦୁନିଆଁର୍ ନଜର୍ । ଦୁହି ଦଲ୍ କିଏ କାହାକେ କମ୍ ନାଇଁସେ, ଯେନ୍‌ଟା କେ କୁହା ଯାଏସି "ତହୁଁ ବଢା' । ଇ ଦୁହି ଦଲ୍ ମୁହାଁ ମୁହିଁ ହେଲେ କ୍ରିକେଟ୍ ଖେଲ୍‌ର ସ୍ତର୍‌ଟା ବହୁ ଉଚ୍ଚା ରହେସି ଆଉ ପୁରା ଦୁନିଆଁ…