ଫାଇନାଲନେ ମୁମ୍ବାଇ ଇଣ୍ଡିଆନସ୍‌ର ଧମାକାଦାର ଏଣ୍ଟ୍ରି

୫୭ ରନ୍‌ନେ ହାରଲା ଦିଲ୍ଲୀ କ୍ୟାପିଟାଲସ୍‌

0

ଆଇପିଏଲ୍‌୨୦୨୦ର କାଲି ପହେଲା କ୍ୱାଲିଫାୟର ମୁକାବିଲାନେ ଦିଲ୍ଲୀ କେପିଟାଲସ୍‌କେ ୫୭ ରନ୍‌ନେ ହରେଇକରି ମୁମ୍ବାଇ ଇ୍‌ଣ୍ଡିଆନସ୍‌ ଫାଇନାଲନେ ତାର ଧମାକାଦାର ଏ୍‌ଣ୍ଟ୍ରି କରିଛେ । କାଲିର ମେଚ୍‌ନେ ମୁମ୍ବାଇ ଇଣ୍ଡିଆନସ୍‌ ୫ୱିକେଟ୍‌ନେ ୨୦୦ରନ୍‌ କରିଥିବାର ବେଲେ ଦିଲ୍ଲୀ କେପିଟାଲସ୍‌ ୮/୧୪୩ ରନ୍‌ କରିପାରିଥିଲା । ମୁମ୍ବାଇ ଇଣ୍ଡିଆନସ୍‌ ତାର୍‌ ମେଚ୍‌ ଜୋରଦାର୍‌ ଆରମ୍ଭ କରିଥିଲା ।

ପହେଲା ଓଭରନେ ଦିଲ୍ଲୀ କ୍ୟାପିଟାଲସ୍‌ର ୨ଟା ଦମଦାର ଖିଲାଡି ଶିଖର ଧାୱନ ଆର୍‌ ପୃଥ୍ୱୀ ସ କେ ‘୦’ ରନ୍‌ନେ ଆଉଟ୍‌ କରିକିନା ଦିଲ୍ଲୀର ଇନିଂସ୍‌କେ ଫିକା କରିଦେଇଥିଲା । ମାର୍କସ ଷ୍ଟୋଇନିସ୍‌ ୬୫ ରନ୍‌ ଥି ଦିଲ୍ଲୀର ଅଁନ୍‌ଟା ସଲଖାବାରକେ ଚେଷ୍ଟା କରିଥିଲେ ଭିଲ୍‌ ଯଶପ୍ରୀତ୍‌ ବୁମରା ତାଙ୍କର ସ୍ୱିଙ୍ଗ୍‌ ବୋଲିଂନେ୍‌ ଷ୍ଟୋଇନିସ୍‌ ଆର୍‌ ଡାନିଏଲ୍‌ଙ୍କୁ ଆଉଟ୍‌ କରିଥିଲେ । ଗୁଟେ ଓଭରନେ ୨ଟା ୱିକେଟ୍‌ ନେଇକରି ପର୍ପଲ କ୍ୟାପ୍‌କେ ହାତେଇଛନ୍‌ ଆର୍‌ ‘ମେନ୍‌ ଅଫ ଦି ମେଚ୍‌’ ର ଟାଇଟଲ ଭିଲ୍‌ ଜିତିଛନ । ୬ଥର ମେଚ୍‌ ଜିତବାର ଉତାରୁ ମୁମ୍ବାଇ ଇଣ୍ଡିଆନସ୍‌ ଫାଇନାଲକେ ପହଂଚିପାରିଛେ । ଆର ସେଆଡେ ଭିଲ୍‌ ଏଲିମିଟର ମୁକାବିଲାନେ ମୁହାମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆର ସନରାଇଜର୍ସ ଆର ବିଜେତା ଦଲ ସାଙ୍ଗେ ସେକେଣ୍ଡ କ୍ୱାଲିଫାୟର ମେଚ୍‌ ଖେଲବା ଦିଲ୍ଲୀ କ୍ୟାପିଟାଲସ୍‌ ।

Leave A Reply

Your email address will not be published.