ତିର୍ତ୍ତୋଳ ଆର୍‌ ବାଲେଶ୍ୱରନେ ବିଜେଡି

0

ବାଲେଶ୍ୱର ଆର୍‌ ତିର୍ତ୍ତୋଳ ନେ ଚାଲିଥିବାର ବିଧାନସଭା ଉପନିର୍ବାଚନ୍‌ର ଲଢେଇନେ ବିଜେଡି ଜିତିଛେ । ବାଲେଶ୍ୱର ଆସନ୍‌କେ ଭାଜପାର୍‌ ହାତୁ ଛଡେଇ ଆନଛେ ବିଜେଡି । ଆର୍‌ ତିର୍ତ୍ତୋଳନେ ଭିଲ୍‌ ନିଜର ଆସନକେ ହାତଛଡା ହେବାରକେ ନାଇ ଦେଇ । ତିର୍ତ୍ତୋଳ୍‌ନେ ଭାଜପା ୨ନଂ ଜାଗାନେ ରହିଥିବାର ବେଲେ କଂଗ୍ରେସ ୩ନଂ ଜାଗାନେ ରହିଛେ । ବାଲେଶ୍ୱରନେ ଭିଲ୍‌ ବିଜେପି ଆର୍‌ ବିଜେଡି ଭିତରେ କଡା ଟକ୍କର୍‌ ଦେଖବାର୍‌ କେ ମିଲିଥିଲା ।

 

ଭାରତ୍‌ ନିର୍ବାଚନ୍‌ କମିଶନ୍‌କଁର (ଇସିଆଇ) ଅନୁସାରେ ବାଲେଶ୍ୱର ଇଲେକ୍ସନର ବିଜେଡି ପ୍ରାର୍ଥି ସ୍ୱରୁପ ଦାସ ଭାଜପା ପ୍ରାର୍ଥି ମାନସ କୁମାର ଦତ୍ତକୁଁ ୧୩୩୫୧ ଭୋଟ୍‌ ଥି ହରେଇଛନ୍‌ । ସ୍ୱରୁପ ଦାସକୁଁ ୮୪,୦୯୭ ଭୋଟ୍‌ ମିଲିଥିବାର ବେଲେ ମାନସକୁଁ ୭୦,୭୪୬ ଟା ଭୋଟ୍‌ ମିଲିଛେ ଆର୍‌ ୩ନଂ ଜାଗାନେ ରହିଥିବାର କଂଗ୍ରେସ୍‌ ପ୍ରାର୍ଥି ମମତା କୁଣ୍ଡୁକୁଁ ୪,୯୮୩ଟା ଭୋଟ୍‌ ମିଲିଛେ । ସେନ୍ତା ତିର୍ତ୍ତୋଳନେ ଭିଲ୍‌ ବଜେଡି ପ୍ରାର୍ଥି ବିଜୟ ଶଙ୍କର ଦାସ୍‌ ବିଜେପିର ରାଜ୍‌ କିଶୋର ବେହେରାକୁଁ ୪୧,୭୦୩ଟା ଭୋଟ୍‌ଥି ହରେଇଛନ୍‌ । ବିଜୟ ୮୮,୩୧୦ ଭୋଟ୍‌ ପାଇ ଥିବାର ବେଲ୍‌କେ ରାଜକିଶୋର୍‌ ୪୬,୬୦୭ଟା ଭୋଟ୍‌ ପାଇଥିଲେ । ୨୦୦୯ ଆର୍‌ ୨୦୧୪ନେ ବାଲେଶ୍ୱର୍‌ନେ ବିଜେଡି ଜିତି ଥିଲା ବେଲ୍‌କେ ୨୦୧୯ନେ ବିଜେପି ଜିତିଥିଲା । ହେଲେ ଇ ବଛର ଉପନିର୍ବାଚନ୍‌ନେ ବିଜେଡି ଫିର୍‌ ଥରେ ବିଜେପିନୁ ତାର ଆସନ୍‌କେ ଛଡେଇନେବାର ଥି ସଫଲ୍‌ ହେଇଛେ ।

Leave A Reply

Your email address will not be published.