ମ୍ୟୁକରମାଇକୋସିସ୍ କାଣା ଆଏ

0

କରୋନା ସଂକ୍ରମଣର ୨ ନମ୍ବର ଲହରନେ କୋଭିଡ୍ ପଜିଟିଭ୍ ହେଇକରି ଠିକ୍ ହେବାର୍ ଉତାରୁ ଇହାଦେ ନୂଆ ସମସ୍ୟାନେ ପଡୁଛନ୍ ରୋଗୀ ମାନେ । ଆର୍ ଇ ସମସ୍ୟାର ନାଁ ହେଉଛେ ମ୍ୟୁକରମାଇକୋସିସ୍ । ଯେନଥି ରୋଗୀକଁର୍ ଆଏଁଖ୍ ଖରାଫ୍ ହେଇଯାଏସି । ଆଏଁଖ୍ ବାହାର କରବାରକେ ପଡସି । ଜୀବନ୍ ଯିବାର୍ ବି ଡର ଥିସି । ଇ ବେମାର ବାବଦେ ଅଧିକା ଜାନମା ଆଜିର ଭିଡିଓନେ

Leave A Reply

Your email address will not be published.