ସମ୍ବଲପୁର ରାଜ୍ୟନେ ୧ ଆରୁ ଦେଶନେ ୯ ନମ୍ବରଥି ପୁହୁଞ୍ଚିଲା

0

କରୋନା ସଂକ୍ରମଣ ଯେନ୍ ହିସାବେ ବଢୁଛେ ଯେ ବେମାରୀ ମାନକଁର ଲାଗି ବେଡ୍ ଭିଲ୍ ନାଇଁ ମିଲବାର । ଫିଦିନ୍ ଏତକି ଏତକି ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ୟା ଅଏତକା ରହିଥିବାର ବେଲକେ ସମ୍ବଲପୁର ଜିଲ୍ଲା ହଟସ୍ପଟ୍ ବନିଛେ । ଗୁଟେ ରିପୋର୍ଟ ହିସାବେ ସମ୍ବଲପୁର ଜିଲ୍ଲା କରୋନା ସଂକ୍ରମଣ ଆକ୍ରାନ୍ତ ହାରଥି ରାଜ୍ୟନେ ଏକ୍ ନମ୍ବରଥି ରହିଥିବାର ବେଲକେ ଦେଶନେ ୯ ନମ୍ବରନେ ରହିଥିବାର ଜାନବାରକେ ମିଲିଛେ । ଇଥରୁ ଅନୁମାନ୍ କରିହେଉଥିବା କି କେନ୍ତା ହିସାବେ କରୋନା ସଂକ୍ରମଣ ବଢି ବଢି ଚାଲିଛେ ଇଠାନେ । କେନଆଡୁ ଇ ସର୍ଭେ କରାଯାଉଛେ ଆରୁ ଇ ରିପୋର୍ଟ କେନ୍ ଆଧାରନେ ବାହାର କରାଯାଉଛେ ଜାନମା ପହରାର ଆଜିରର ଇ ନୂଆଁ ଭିଡିଓନେ ।

Leave A Reply

Your email address will not be published.