କାଲି ପ୍ରଧାନମନ୍ତ୍ରୀ କର୍‌ବେ ଟିକାଦାନ୍ ର ଶୁଭାରମ୍ଭ‌

0

କୋଭିଡ ଟିକାଦାନ୍ ର କାଲି ଶୁଭାରମ୍ଭ କର୍‌ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାର୍ ସାଙ୍ଗେ କୋ-ୱିନ୍ ଆପ୍ କେ ବି ଲୋକାର୍ପିତ୍ କର୍‌ବେ ବଲିକରି ନିତି ଆୟୋଗ୍ ର ସଦସ୍ୟ ଭିକେ ପଲ୍ ସୂଚନା ଦେଇଛନ୍ । ଶନିବାର୍ ଦିନ ଦେଶର୍ ୩ହଜାର୍ କେନ୍ଦ୍ର ନେ ଟିକାଦାନ୍ ଆରମ୍ଭ୍ କରାଯିବା । ପହେଲା ଥରନେ ୩ କୋଟି ସ୍ୱସ୍ଥ୍ୟକର୍ମୀ କୁଁ ଟିକା ଦାନ୍ କରାଯିବା ତାର୍‌ଉତାରୁ ୫୦ନୁ ଅଧିକା ବୟସର୍ ୨୭ କୋଟି ଲୋକମାନକୁଁ ଟିକା ଦିଆଯିବା ।

କୋଭିଡ୍ ଟିକାଦାନ୍ ଲାଗି ଦେଶର୍ ଭିନ୍ ଭିନ୍ ଯାଗା କେ କୋଭିସିଲ୍ଡ ଆର୍ କୋଭେକ୍ସିନ୍ ପହଁଚି ସାରିଛେ । ପହେଲା ପର୍ଯ୍ୟାୟ ନେ ୩ କୋଟି ଟିକାକେ କେନ୍ଦ୍ର ସରକାରକଁର୍ ଆଡୁ୍ ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ୍ ଅଂଚଲ୍ ନେ ମାଗଣା ନେ ଯୁଗେଇଦିଆଯାଇଛେ । କାଲି ଟିକାଦାନ୍ ର ଶୁଭାରମ୍ଭ ଉତାରୁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀ ମାନକଁର୍ ସାଙ୍ଗେ ଅନ୍‌ଲାଇନ୍ ନେ କଥା ହେବେ ।

Leave A Reply

Your email address will not be published.