Browsing Tag

narendra modi

ଏପ୍ରିଲ୍ ୧ନୁ ବିଦେଶ୍ କେ ନାଇ ଉଡେ ଉଡା ଜାହାଜ୍

କରୋନା ର୍ ସଂକ୍ରମିତ୍ ସଂଖ୍ୟା ଫେର୍ ଥରେ ଦେଶ୍‌ନେ ହୁ ହୁ କରି ବଢି ଚାଲିଛେ । ସେଥିର୍ ଲାଗି କେନ୍ଦ୍ର ସରକାର୍‌କଁର୍ ଆଡୁ କରୋନା କେ ନେଇକରି କେତେଟା ଗାଇଡ ଲାଇନ୍ ଲାଗୁ କରାଯାଇଛେ । ଯେନ୍‌ଟା ଏପ୍ରଲ୍ ୧ ତାରିଖ୍ ନୁ ୩୦ ତକ୍ ଲାଗୁ କରାଯିବା । କରୋନା ସଂକ୍ରମଣ ନେ କେନ୍ଦ୍ର ସରକାର୍ ଗୁଟେ…

ସତର୍କ ରହ ସଚେତନ୍ ରହ

ଦେଶନେ କରୋନା ବେମାର ହେବାର ବଛରେ ପୂରି ସାରିଥିବାର ବେଲକେ ଫେର୍ ଦୁଇନମ୍ବର ଲହର ଆସିଛେ । ଦେଶର ଭିନ୍ ଭିନ୍ ରାଜ୍ୟ ମାନକେ ଇହାଦେ କରୋନା ପଜିଟିଭ୍‌କଁର ସଂଖ୍ୟା ବଢୁଥିବାର ଦେଖବାର ଲାଗି ମିଲିଛେ । କରୋନା ବେମାରକେ ଯେନ୍ତା ଆଉ ଅଏତକା ନାଇଁ ବଢବା ସେ ଦିଗନେ ଲୋକମାନକୁଁ ସଚେତନ କରବାର ଇହାଦେ…

ସମ୍ବଲପୁର୍ ପାଏବା ଜାତୀୟସ୍ତର୍ ପୁରସ୍କାର୍‌

 ସାଧାରଣ ଲୁକକଁର୍ ଅଭିଯୋଗ୍ ଶୁଣାଣି ଲାଗି ଜାତୀୟସ୍ତର୍ ନେ ସମ୍ବଲପୁର୍ ଜିଲ୍ଲା କେ ପୁରସ୍କାର୍ ମିଲ୍‌ବା ବଲି ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ କଁର୍ ଇ ଉତ୍କର୍ଷତା ପୁରସ୍କାର୍ ଲାଗି ଦେଶର୍ ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିବାର୍ ବେଲେ । ସେ ଭିତ୍‌ରେ ୧୩ଟା ଜିଲ୍ଲା ମନୋନୀତ୍ ହେଇଛେ ଆର୍…

ନାଇଁ ହେତା ସେଞ୍ଚୁରୀ !

କ୍ରିକେଟ୍ ରସିଆ ଦେଶ୍ ଭାରତରେ ସେଞ୍ଚୁରୀ ହେଉଛେ ଗୁଟେ ବଡ୍‌ଭାରିଟେ ଜିନିଷ୍ । ଅଲ୍‌ଗା ସବୁ ଜିନିଷ୍ ଅପେକ୍ଷା ଯେନ୍ ଜିନିଷ୍‌ଟା ସବୁଠାନୁ ଜହକରି ଗନାଯାଏସି ସେଟା ହେଉଛେ ସେଞ୍ଚୁରୀ । ଆଘୋ ଲୁକେ ସଚ୍ଚିନ୍ ତେନ୍ଦୁଲକର୍‌କଁର୍ ସେଞ୍ଚୁରୀ ଗନୁଥିଲେ । ଇହାଦେ ବିରାଟ କୋହଲୀକଁର୍ ଗନୁଛନ୍ । ବାକି…

ବଜେଟ୍ ଆଘୋନୁ ସର୍ବଦଳିୟ ବୈଠକ

ବଜେଟ୍ ଅଧିବେଶନ୍ ଆଘୋନୁ ସର୍ବଦଳୀୟ ବୈଠକ ଡକେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଠିକ୍ ହିସାବେ ଯେନ୍ତା ବଜେଟ୍ ଅଧିବେଶନ୍ ଚାଲବା ସେନେଇକରି ବୈଠକନେ ଆଲୋଚନା କରାଯାଇଛେ । ଅନଲାଇନ୍‌ନେ ପ୍ରଧାନମନ୍ତ୍ରୀ, ରାଜନାଥ ସିଂ, ସଂସଦୀୟ ମନ୍ତ୍ରୀ ଅର୍ଜୁନ୍ ମେଘୱାଲ, କଂଗ୍ରେସ ଅଧ୍ୟକ୍ଷା ସୋନିଆ…

ବାପୁକଁର ତିରୋଧାନ୍ ଦିବସ

ଆଏଜ ମହାତ୍ମା ଗାନ୍ଧୀକଁର ତିରୋଧାନ ଦିବସନେ ତାକୁଁ ଶ୍ରଦ୍ଧାଞ୍ଜଲି ଜନେଇଛନ୍ ଦେଶବାସୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆରୁ ଦୁଶରା ମନ୍ତ୍ରୀମାନେ ଦିଲ୍ଲୀ ରାଜଘାଟନେ ଶ୍ରଦ୍ଧାଞ୍ଜଲି ଜନେଇଛନ୍ । ବାପୁକଁର ଶ୍ରାଦ୍ଧ ଦିବସକେ…

ବଜେଟ୍ ଅଧିବେଶନ୍ ଆରମ୍ଭ

ଆଜିନୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ୍ । ବଜେଟ୍ ଅଧିବେଶନ୍‌ନ ପହେଲା ଦିନେ ଦୁହି ଗୃହକେ ସମ୍ବୋଧିତ୍ କରୁଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇତାର ଆଘୋନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦନେ ସମ୍ବୋଧନ୍ କରିଛନ୍ । ବରଷ ୨୦୨୧ର ପହେଲା ବଜେଟ୍ ଅଧିବେଶନ୍ ବଲି ପ୍ରଧାନମନ୍ତ୍ରୀ…

ଶ୍ରୀଲଙ୍କା ନେ ପହଁଚିଲା ଭାରତ ର କୋଭିଡ ଟିକା

ଭାରତ ନୁ ଶ୍ରୀଲଙ୍କା କେ ପଠାଯାଇଥିବାର୍ ୫ ଲାଖ୍ କୋଭିଡ ଟିକା ଆଏଜ୍ ଶ୍ରୀଲଙ୍କା ପହଁଚିଛେ । ତହାକେ ନେଇକରି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ ଯେ ଶ୍ରୀଲଙ୍କା ଭାରତ୍ ର ଗୁଟେ ବିଶ୍ୱସ୍ଥ ଦେଶ୍ ହେଇଥିବାର୍ ନୁ ‘ଭ୍ୟାକସିନ୍ ମୈତ୍ରୀ' କାର୍ଯ୍ୟକ୍ରମ୍ ଅନୁସାରେ ଶ୍ରୀଲଙ୍କା କେ ଭାରତ୍ ଇ…

ଦେଶ୍‌ବ୍ୟାପି ପାଲନ୍ କରାଗଲା ‘ପରାକ୍ରମ୍ ଦିବସ୍ ‘

କାଲି ଦେଶର୍ ସବୁ ଆଡେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍‌କଁର୍ ୧୨୫ତମ ଜନମ୍ ଦିବସ୍ କେ ‘ପରାକ୍ରମ୍ ଦିବସ' ହିସାବେ ପାଲନ୍ କରାଯାଇଛେ । କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀର ଜାତୀୟ୍ କାର୍ଯ୍ୟକ୍ରମ୍ ନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ୍ ଦେଇଥିଲେ । କୋଲକାତା ର ଭିକ୍ଟୋରିଆ…

ରାଜ୍ୟସଭା ସାଂସଦ୍ ରଂଜନ୍ ଗୋଗୋଇକୁଁ ‘ଜେଡ ପ୍ଲସ୍‌’ ସୁରକ୍ଷା

ଦେଶର୍ ପୂର୍ବତନ୍ ମୁଖ୍ୟ ବିଚାର୍‌ପତି ରଂଜନ୍ ଗୋଗୋଇକୁଁ କେନ୍ଦ୍ର ସରକାରକଁର୍ ଆଡୁ ସବୁ ନୁ ବଡ ‘ଜେଡ୍ ପ୍ଲସ୍ ' ସୁରକ୍ଷା ଦିଆଯିବା ବଲିକରି ଘୋଷଣା କରାଯାଇଛେ । ଗୋଗୋଇ ପହେଲା ନୁ ସୁପ୍ରିମ୍‌କୋର୍ଟ ର ମୁଖ୍ୟ ବିଚାରପତି ଥିବାର୍ ବେଲ୍‌କେ ଇହାଦେ ସେ ରାଜ୍ୟସଭାର୍ ସଦସ୍ୟ ଅଛନ୍ । ସେଥିର୍ ଲାଗି…