Browsing Tag

Corona

୨୪ ଘଣ୍ଟାନେ ୩ ହଜାର

କାଲ୍ ବନିଛେ କରୋନା । ପଜିଟିଭକଁର ସଂଖ୍ୟା କମବାର ନାଁ ନାଇଁ ଧରବାର । ଗଲା ବଛରନୁ ଭିଲ୍ ଅଏତକା ବଢୁଛେ କରୋନା ହାର । ପଶ୍ଚିମ ଓଡ଼ିଶା କରୋନା ହବ୍ ବନିଛେ କହେଲେ କିଛି ଭୁଲ୍ ନାଇଁ ହୁଏ । କରୋନା ଗ୍ରାଫ୍ ଦେଖଲେ ରାଜ୍ୟନେ ଇଟା ଉପରମୁହାଁ ହେଇକରି ରହିଛେ । ଗଲା ୨୪ ଘଣ୍ଟା ଭିତରେ ଯଦି ରାଜ୍ୟନେ…

ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍

କରୋନା ଲାଗି ଇଥର ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍ । ଆଏଜ୍ ସାରା ରାଏଜୁ ୮୭୯ କରୋନା ପଜିଟିଭ୍ ବାହାରିଥିବାର୍ ବେଲକେ ଖାଲି ସୁନ୍ଦରଗଡ ଜିଲ୍ଲାନୁ ବାହାରିଛନ୍ ୧୩୧ ପଜିଟିଭ୍ । ସମ୍ବଲପୁରନୁ ୪୮, ବରଗଡନୁ ୫୩, କଳାହାଣ୍ଡିନୁ ୪୩, ନୂଆପଡାନୁ ୬୧, ବଲାଙ୍ଗିରନୁ ବାହାରିଛନ୍ ୨୬ ପଜିଟିଭ ,…

ହୋଲି ଲାଗି କଡା ନିୟମ୍ ଲା୍‌ଗୁ କର୍‌ଲେ ରାଜ୍ୟ ସରକାର୍

କରୋନା ସଂକ୍ରମଣ ବଢୁଥିବାର୍ ଦେଖିକରି ରାଜ୍ୟ ସରକାର୍‌କଁର୍ ବୈଷୟିକ୍ କମିଟି ଆଡୁ ହୋଲି ଖେଲ୍ ଉପ୍‌ରେ କଟକଣା ଲଗାବାର୍ ଲାଗି ରାଜ୍ୟ ସରକାର୍‌କୁଁ ଚିଠି ଦେଇଥିଲେ । ରଙ୍ଗ୍ ଖେଲ୍ ନେ କରୋନା ସଂକ୍ରମଣ ବଢବାର୍ ଡର୍ ରହିଥିବାର୍ ନୁ ହୋଲି ପରବ୍ ଉପ୍‌ରେ ରୋକ୍ ଲଗେଇଛନ୍ ରାଜ୍ୟ ସରକାର୍ । କରୋନା…

ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଦେଖାବେ ନେଗେଟିଭ୍ ରିପୋର୍ଟ

ଦେଶେ କରୋନା ସଂକ୍ରମଣ ଆର୍ ଥରେ ବଢବାର୍ କେ ଲାଗୁଛେ । ସେଥିର୍ ଲାଗି ଏୟାର୍ ଇଣ୍ଡିଆ ଆଡୁ କେତେଟା ଗାଇଡଲାଇନ୍ ଜାରି କରାଯାଇଛେ । ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଯାତ୍ରା କର୍‌ବାର୍ ଆଗରୁ ନିଜର୍ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାବେ । ଆର୍ ସେଥିର୍ ଲାଗି ଭାରତ୍ କେ ଆସୁଥିବାର୍…

ଦେଶ୍‌ନେ ଆହୁରି ୧୩,୧୯୩ଟା ନୂଆ କରୋନା ପଜିଟିଭ୍ ଚିହ୍ନଟ୍

ଦେଶେ ଫେର୍ ଘାଏ ବଢବାର୍ କେ ଲାଗିଛେ କରୋନା ସଂକ୍ରମଣ । ଗଲା କାଲି ଗୁଟେ ଦିନେ ୧୩,୧୯୩ ଜଣକଁର୍ କରୋନା ପଜିଟିଭ୍ ବାହାରିଛେ । ଇହାଦେ ଦେଶେ ମୋଟ୍ କରୋନା ସଂକ୍ରମଣ ୧,୦୯,୬୩,୩୯୪ କେ ବଢିଛେ । ଚିକିତ୍ସାଧୀନ୍ ଅବସ୍ଥା ନେ ୯୭ ଜଣ ମରିଥିବାର୍ ବେଲ୍‌କେ ମୃତ୍ୟୁ ସଂଖ୍ୟା ୧,୫୬,୧୧୧ କେ ପହଂଚିଛେ ।…

କାଲିନୁୁ ଖୁଲ୍‌ବା ଅଙ୍ଗନବାଡି

କରୋନା ମହାମାରୀ ଉତାରୁ ଇହାଦେ ରାଏଜ୍‌ନେ ସବୁ ସ୍କୁଲ୍ , କଲେଜ୍ ଖୁଲିଥିବାର୍ ବେଲ୍‌କେ ରାଜ୍ୟ ସରକାର୍‌କଁର୍ ଆଡୁ ଅଙ୍ଗନ୍‌ବାଡି ଖୁଲ୍‌ବାର୍ କେ ନେଇକରି ନିର୍ଦ୍ଦେଶ ଜାରି ହେଇଛେ । ରାଜ୍ୟ ସରକାର୍‌କଁର୍ ନିର୍ଦ୍ଦେଶ୍ ହିସାବେ ସବୁ ଜିଲ୍ଲା ର୍ ଜିଲ୍ଲାପାଲ ଆର୍ ମୁନସିପାଲିଟି କମିଶନର୍…

ରାଏଜ୍ ନେ ଦିନେ ଥି ହେଲା ୩୨,୨୫୬ ଟିକାଦାନ୍

ରାଏଜ୍‌ନେ ସୋମବାର୍ ଦିନ ୩୮୦ଟା ଟିକାଦାନ୍ କେନ୍ଦ୍ରନେ ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ରାଏଜ ଦିନେ ଥି ରେକର୍ଡ ନୁ ଅଧିକା ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ମୋଟ୍ ୩୨ହଜାର୨୫୬ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ । ଯେନଥିର୍ ଲାଗି ଟିକାକରଣ୍ ୧୦୨ ଶତକଡା ତକ୍ ପହଂଚିପାରିଛେ…

ନରୱେ ନେ ଫାଇଜର୍ ଟିକା ନେଲା ୨୩ ଜୀବନ୍

ୟୁରୋପର୍ ନରୱେ ନେ ଫାଇଜର୍ ର କରୋନା ଟିକା କେ ନେଇକରି ୨୩ ଜନକଁର୍ ଜୀବନ୍ ଯାଇଛେ । ଟିକା ନେବାର୍ ଉତାରୁ ସେମାନେ ଅସୁସ୍ଥ ହେଇକରି ନିଜର୍ ଜୀବନ୍ ହରେଇଛନ୍ । ମେଡିକାଲ୍ ରିପୋର୍ଟ ଅନୁସାରେ ଫାଇଜର୍ ଟିକା ନେବାର୍ ଉତାରୁ ପାଶ୍ୱର୍ପ୍ରତିକ୍ରିୟା ହେବାର୍ ଥି ଜୀବନ୍ ଯାଇଥିବାର୍ ସୂଚନା ମିଲିଛେ ।…