ଗୁଟେ ରାତିଥି ଛାର୍‌ଖାର୍ କରିଦେଲେ ହାତୀ

0

ସୁନ୍ଦରଗଡ଼ ଜିଲ୍ଲାର ଭିନ୍ ଭିନ୍ ଅଂଚଲନେ ହାତୀ ଉତ୍‌ପାତ୍ ହେଉଥିବାର ବେଲକେ ଘର, ଦୁଆର, ଚାଷବାସ୍ ସବୁ ନଷ୍ଟ୍ କରୁଛନ୍ । ଗଲା କିଛି ଦିନ୍ ହେଲା ହିମଗିରି ବ୍ଲକ୍ ଗାଁଦାଘୋରାନେ ଗୁଟେ ୧୩ ପଟିଆ ହାତୀ ଆସିକରି ବୁଲୁଛନ୍ । ଇମାନେ ରାତି ଅଧିଆ ଆସିକରି ଚାଷ୍ କ୍ଷତି କରୁଥିବାର ଅଭିଯୋଗ କରିଛନ୍ ଇ ଗାଁର ଲୋକ୍ । କଦେଲ୍‌, ବାଏଗନ୍‌, ପାତଲଘଣ୍ଟା, ଶାଗ୍‌ଡାଲ୍ ଯାହା ଯେ ଯେନ୍ତା ଚାଷ୍ କରିଥିଲେ ସବ୍ ନଷ୍ଟ୍ କରିଦେଇଛନ୍ । ବହୁତ୍ ଚାଷୀ ଚାରା ଘିନିକରି ଲଗେଇଥିଲେ, ଇହାଦେ ଫଲ ଫଲବାର ସମିଆଁନେ ହାତୀ ଇ ସବୁ ମାଡି ଦଲି କରି ପଲେଇଯାଉଛନ୍ । ଚାଷୀର ବରସ୍ ଜାକିର ମେହେନତ୍ ଗୁଟେ ରାତିନେ ଛାରଖାର୍ ହେଇଯାଉଛେ । ବନବିଭାଗ ପାଶେ ଇଟା ନେଇକରି ଅଭିଯୋଗ କଲେ ଭିଲ୍ କେନସି ସୁବିଧା ନାଇଁ କରାଯାଉଥିବାର କହିଛନ୍ ଗାଁର ଲୋକ୍ । ସେଆଡେ ଭରନା ଯୁଗେଇଦେବାର ଲାଗି ଦାବି କରିଛନ୍ ଗାଁର ଲୁକେ । ହାତୀ ଉତପାତ୍‌କେ ନେଇକରି କାଣା କହୁଛନ୍ ଗାଁର ଲୁକେ ଦେଖୁନ୍ ଇ ଭିଡିଓନେ ।

Leave A Reply

Your email address will not be published.