ସମ୍ବଲପୁର ଆଇଆଇଏମ ହେଲା ବିଜେନେସ୍‌ୱାର୍ଲଡ୍‌ ‘ବି ସ୍କୁଲ’

ଭାରତର ‘ବି ସ୍କୁଲ' ଲିଷ୍ଟ୍‌ନେ ୧୮ନଂ 

0

ଅକ୍ଟୋବର ୨୨ନେ  ବାହାରିଥିବାର ‘ବିଜ୍‌ନେସୱାର୍ଲଡ୍‌’ର ବି–ସ୍କୁଲ୍‌ ଲିଷ୍ଟ୍‌ନେ ଆଇଆଇଏମ୍‌ ସମ୍ବଲପୁର ୧୮ନଂ ଜାଗାନେ ରହିଛେ । ଦେଶନେ ନୁଆ ଖୁଲିଥିବାର୍‌ ଆଇଆଇଏମ୍‌ ଭିତରେ ଆଇଆଇଏମ ସମ୍ବଲପୁରର ପ୍ରଦର୍ଶନ ଭଲ୍‌ ରହିଥିବାର ବେଲେ ତାର ବିକାଶ ଭିଲ୍‌ ଭଲଭାବେ ହେଉଛେ । ଅନୁଷ୍ଠାନ୍‌ନେ ହେଉଥିବାର ପାଠ୍‌ପଢା , ନିଯୁକ୍ତି, ଗବେଷନାକେ ଦେଖିକରି ବିଜ୍‌ନେସ୍‌ୱାର୍ଲଡ୍‌ ଆଡୁ ଇ ଲିଷ୍ଟ୍‌ ବନାଯାଇଥିସି । ଭାରତ୍‌ ସରକାର୍‌କଁର ସାଙ୍ଗେ ଏମଓୟୁ ଚୁକ୍ତି କରିକିନା ଆଇଆଇଏମ ସମ୍ବଲପୁର ତାର ଇନକ୍ୟୁବେସନ୍‌ର ଆରମ୍ଭ୍‌ କରିଛେ । ଆର୍‌ ଦେଶ୍‌ର ପହେଲା ଫ୍ଲିପ୍‌ଡ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଭିଲ୍‌ କରାଯାଉଛେ , ସବୁ ଦିଗ୍‌ନେ ନିଜ୍‌ର ବିକାଶ୍‌ ଲାଗି ନାଁ କରିପାରିଛେ । ବି-ସ୍କୁଲର୍‌ ଟପ୍‌ ଲିଷ୍ଟ୍‌ନେ ଆଇଆଇଏମ୍‌ ଅହମ୍ମଦାବାଦ, ଆଇଆଇଏମ୍‌ କୋଲକାତା ଆର୍‌ ଆଇଆଇଏମ୍‌ ଲକ୍ଷ୍‌ନୋ ରହିଛେ ।

Leave A Reply

Your email address will not be published.