ପୁଲିସ କର୍ମଚାରୀକୁଁ ଦିଆଯିବା କରୋନା ଟିକା

ଆଏବାର କାଲିନୁ ରାଜ୍ୟର ସବୁ ପୁଲିସ ଅଧିକାରୀ ଆରୁ କର୍ମଚାରୀକଁର ଟିକାକରଣ

0

ଦେଶବ୍ୟାପି ଇହାଦେ କରୋନା ଟିକାକରଣ ପ୍ରକ୍ରିୟା ମୁଲ୍ ହେଇଛେ । ଭିନ୍ ଭିନ୍ ରାଜ୍ୟ ମାନକେ ପହେଲା ଖେପ୍ କରୋନା ଟିକାକରଣ କରାଯାଉଛେ । ଡାକ୍ତର, ନର୍ସକଁର ସାଙ୍ଗେ ସବୁ ସ୍ୱାସ୍ଥ୍ୟ କର୍ମୀ ଆରୁ କରୋନା ଯୋଦ୍ଧା ମାନକୁଁ କରୋନା ଟିକା ଦିଆଯାଉଛେ । ଆଏବାର କାଲିନୁ ଇଥରେ ପୁଲିସ କର୍ମଚାରୀମାନେ ଭିଲ୍ ସାମିଲ ହେବାକେ ଯାଉଛନ୍ । ରାଜ୍ୟର ସବୁ ପୁଲିସ କର୍ମଚାରୀକୁଁ କରୋନା ଟିକା ଦିଆଯିବାର ପ୍ରକ୍ରିୟା ମୁଲ ହେବା କାଲିନୁ । ଇ ନେଇକରି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ । ପହେଲା ଟିକା ପୁଲିସ ମହାନିର୍ଦ୍ଦେଶକ ଅଭୟକୁଁ ଦିଆଗଲା ଉତାରୁ ଦୁଶରା ଅଧିକାରୀ ଆରୁ କର୍ମଚାରୀକୁଁ ଦିଆଯିବା ଟିକା । ଭୁବନେଶ୍ୱରର ୧୯ଟା ଥାନାର ୮୯୩୭ ଜନ୍ କର୍ମଚାରୀକୁଁ ଟିକା ଦିଆଯିବା । ରାଜଡଧାନୀନେ କମିଶନରେଟ୍ ପୁଲିସ ଅଫିସ୍ ସାଙ୍ଗେ ୩ଟା ଜାଗାନେ ଟିକା ଦିଆଯିବା ଆରୁ କଟକର ୧୧ଟା ପ୍ରତିଷ୍ଠାନର ୬୮୬୭ ଜନ୍ ପୁଲିସ କର୍ମଚାରୀ ଟିକା ନେବେ ବଲି ଗଣମାଧ୍ୟମକେ ସୂଚନା ଦେଇଛନ୍ ପୁଲିସ କମିଶନର ।

Leave A Reply

Your email address will not be published.