Browsing Tag

cmoodisha

୧୮ନୁ ରାଜ୍ୟ ବିଧାନସଭା ବଜେଟ୍‌

ଆଏବାର ୧୮ ତାରିଖନୁ ବସବା ରାଜ୍ୟ ବିଧାନସଭା ବଜେଟ୍ । ବିଧାନସଭାର ବଜେଟ୍ ଅଧିବେଶନ୍ ବସବାର ନେଇକରି ବିଜ୍ଞପ୍ତି ପ୍ରକାଶ ପାଇଛେ । ଇ ଅଧିବେଶନ୍ ଲାଗି ୩୧ଟା କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛେ । ଇତାର ପହେଲା ଦିନ୍ ରାଜ୍ୟପାଳ ଗଣେଷୀ ଲାଲ ଅଭିଭାଷଣ ରଖବେ ଆରୁ ଫେବୃଆରୀ ୨୦ ତକ୍ ଧନ୍ୟବାଦ୍…

ବଦ୍‌ଲିଯିବା କୋଣାର୍କର୍ ରୂପ୍‌ରେଖ୍

ରାଜ୍ୟ ସରକାର୍ ପୁରୀ କେ ଗୁଟେ ବିଶ୍ୱ ଐତିହ ସହର୍ ବନାବାର୍ ଲାଗି ତାର୍ ବିକାଶ୍ କାମ୍ ର ଯୋଜ୍‌ନା ଆରମ୍ଭ କରିଛନ୍ । ପୁରୀ ର କୋଣାର୍କ କେ ଆନ୍ତର୍ଜାତୀୟ୍ ରୂପ୍‌ରେଖ୍ ଦେବାର୍ ଲାଗି ରାଜ୍ୟ ସରକାରକଁର୍ ଆଡୁ ନିଲିଆ ନକ୍ସା ବନା ଯାଇଛେ । ୧୯୮୪ ମସିହା ନେ ୟୁନେସ୍କୋ ଆଡୁ କୋଣାର୍କ କେ ବିଶ୍ୱ…

‘ମୋ ସ୍କୁଲ୍‌’ ଅଧୀନ୍‌ନେ ଶହେ ସ୍କୁଲ ହେବା ମଡେଲ୍‌

ରାଜ୍ୟ ସରକାର ମୋ ସ୍କୁଲ୍ ଅଧୀନ୍‌ନେ ଭିନ୍ ଭିନ୍ କାର୍ଯ୍ୟକ୍ରମ୍ ମାନେ ହାତକେ ନେଇଛନ୍ । ରାଜ୍ୟର ଶିକ୍ଷା ବେବସ୍ଥାର ବିକାଶ ଲାଗି ଏନ୍ତା ନିଷ୍ପତ୍ତି ନେଇଛନ୍ ସରକାର । ୫-ଟି ଅଧୀନ୍‌କେ ଅନାଯିବା ମୋ ସ୍କୁଲ । ଆଏବାର ଗୁଟେ ବରଷ୍ ଭିତରେ ରାଜ୍ୟର ସବୁ ଜିଲ୍ଲାନେ ଶହେଟା ସ୍କୁଲକେ ବଛାଯାଇକରି…

ସିଏମ୍ ନଂ୧ – ‘ନବୀନ ପଟ୍ଟନାୟକ’

ଆମର୍ ଦେଶର୍ ସବୁନୁ ଲୋକପ୍ରିୟ୍ ମୁଖ୍ୟମନ୍ତ୍ରୀ ହିସାବେ ଓଡିଶାର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ୍ ୧ନଂ ଥି ଅଛନ୍ । ଶ୍ରୀ ନବୀନ ପଟ୍ଟନାୟକ କଁର୍ ଉପରେ ଲୋକମାନେ ସନ୍ତୋଷ୍ ଥିବାର୍ କେ ନେଇକରି ସି-ଭୋଟ୍ ସର୍ଭେନୁ ଜନା ପଡିଥିଲା । ପହେଲାନୁ ନବୀନ ପଟ୍ଟନାୟକ ଜନେ ଆଦଶ୍‌ର୍ ମୁଖ୍ୟମନ୍ତ୍ରୀ…

ରାଜ୍ୟନେ ଟିକାକରଣ ନେଇକରି ନୂଆଁ ସୂଚନା

ଭାରତନେ ଟିକାକରଣ ଲାଗି ସବୁ ରାଜ୍ୟ ମାନକେ ଟିକା ପଠାଯିବାର କାମ୍ ମୁଲ ହେଇଛେ । ଗଲା କାଲି ଓଡ଼ିଶାନେ ଭିଲ୍ କରୋନା ଟିକା ପୁହୁଁଚିଛେ । ଭୁବନେଶ୍ୱର ବିମାନବନ୍ଦରନେ କରୋନା ଟିକା ପୁହୁଞ୍ଚିଲା ଉତାରୁ ଇଟା ଦୁଶରା ଜିଲ୍ଲା ମାନକେ ଭିଲ୍ ପଠାଯାଉଛେ । ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍‌ନୁ ସବୁ ଟିକା…

ତିର୍ତ୍ତୋଳ ଆର୍‌ ବାଲେଶ୍ୱରନେ ବିଜେଡି

ବାଲେଶ୍ୱର ଆର୍‌ ତିର୍ତ୍ତୋଳ ନେ ଚାଲିଥିବାର ବିଧାନସଭା ଉପନିର୍ବାଚନ୍‌ର ଲଢେଇନେ ବିଜେଡି ଜିତିଛେ । ବାଲେଶ୍ୱର ଆସନ୍‌କେ ଭାଜପାର୍‌ ହାତୁ ଛଡେଇ ଆନଛେ ବିଜେଡି । ଆର୍‌ ତିର୍ତ୍ତୋଳନେ ଭିଲ୍‌ ନିଜର ଆସନକେ ହାତଛଡା ହେବାରକେ ନାଇ ଦେଇ । ତିର୍ତ୍ତୋଳ୍‌ନେ ଭାଜପା ୨ନଂ ଜାଗାନେ ରହିଥିବାର ବେଲେ…

ବନ୍ଦ୍‌ ହେବା ସମ୍ବଲପୁର୍‌ର କୋଭିଡ୍‌ ହସ୍ପିଟାଲ୍‌

ସମ୍ବଲପୁରନେ କୋଭିଡ୍‌ ସଂକ୍ରମନ୍‌ ରୋଗୀ ମାନ୍‌ଙ୍କର୍‌ ସଂଖ୍ୟା ଧିରେ ଧିରେ କମବାର୍‌କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍‌ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍‌ ହେଲା ନୁଆ କୋଭିଡ୍‌ ରୋଗୀ ଭିଲ୍‌ ଭର୍ତି ନାଇ ହେବାର ।…