Browsing Tag

odisha politics

କରୋନାନେ ଅଜିତ୍ ମଙ୍ଗରାଜକଁର ବିୟୋଗ୍‌

ପିପିଲି ଉପନିର୍ବାଚନ୍ କଂଗ୍ରେସ୍ ପ୍ରାର୍ଥୀ ଅଜିତ୍ ମଙ୍ଗରାଜକଁର ପରଲୋକ୍ । କରୋନା ସଂକ୍ରମିତ୍ ହେଇକରି ଚିକିତ୍ସିତ୍ ହେଉଥିବାର ବେଲକେ ଆଏଜ୍ ତାକଁର ବିୟୋଗ୍ ହେଇଛେ । ଗଲା କିଛି ଦିନ୍ ତଲେ ଶ୍ରୀ ମଙ୍ଗରାଜ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ନିଜର ଫେସବୁକ୍ ପେଜନେ ସୂଚନା ଦେଇଥିଲେ । କରୋନା…

୨୦ତାରିଖନୁ ଶୀତ ଅଧିବେଶନ୍

ଆଏବାର ୨୦ ତାରିଖନୁ ମୁଲ ହେବାକେ ଯାଉଛେ ବିଧାନସଭାର ଶୀତ ଅଧିବେଶନ୍ । ଗୃହକାର୍ଯ୍ୟ ଯେନ୍ତା ଠିକ୍ ହିସାବେ ହେବା ଆରୁ ଦୁଶରା ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଇ ନେଇକରି ଆଏବାର ୧୮ ତାରିଖନେ ସର୍ବ ଦଳୀୟ ବୈଠକ ଡାକିଛନ୍ ବାଚସ୍ପତି । ଇହାଦେ ଭିଲ୍…

ଆଏବାର ଉପନିର୍ବାଚନ ଲାଗି ତୟାରି

ଓଡ଼ିଶାନେ ଆଗକେ ହେବାକେ ଯାଉଛେ ଉପନିର୍ବାଚନ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆର ବାଲେଶ୍ୱର ସଦର ଆସନନେ ଉପନିର୍ବାଚନ ଅନୁଷ୍ଠିତ ହେବା । ତେଭେ କୋଭିଡ କଟକଣା ଭିତରେ ରାଜ୍ୟନେ ଭୋଟ୍ ହେବା । ସଂକ୍ରମଣର ଡର ରହିଥିବାର ବେଲେ ସରକାରଙ୍କର ଆଡୁ ଜାରି ହେଇଥିବାର ସବୁ ଗାଇଡଲାଇନ୍ ମାନବାର ଉପରେ…

କୁଇଲା ଦୁର୍ନୀତି ମାମଲାନେ ଘୁଂଚଲା ଦଣ୍ଡ ଶୁଣାଣି

୨୬ ତାରିଖକେ ଘୁଂଚଲା କୁଇଲା ଦୁର୍ନୀତିନେ ଦୁଷୀଙ୍କର ବିରୁଧନେ ହେବାକେ ଥିବାର ଦଣ୍ଡବିଧାନ ଶୁଣାଣି । ଅକ୍ଟୋବର ୬ ତାରିଖନେ ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଂଟନ ଦୁର୍ନୀତି ମାମଲା ଦିଲ୍ଲୀର ସ୍ପେସାଲ ସିବିଆଇ କୋର୍ଟ ପହେଲାର କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ…

ପରଲୋକନେ ପହେଲାର ବାଚସ୍ପତି ଶରତ କର

ଓଡ଼ିଶା ବିଧାନସଭାର ପହେଲାର ବାଚସ୍ପତି ତଥା ପୁରଖା ବିଜେଡ ନେତା ଶରତ କୁମାର କରଙ୍କର ପରଲୋକ । ଆଝି ୮୧ ବଛର ବୟସନେ ଭୁବନେଶ୍ୱରର ଗୁଟେ ଘରୋଇ ମେଡିକାଲନେ ତାଙ୍କର ନିଧନ୍ ହେଇଛେ । ଗଲା କିଛି ଦିନ ହେଲା ତାକଁର ଦିହ ଖରାପ ଥିବାରନୁ ମେଡିକାଲନେ ଭର୍ତ୍ତି ହେଇକରି ଚିକିତ୍ସିତ ହେଇ ଆସୁଥିଲେ ।…