Browsing Tag

govt of odisha

ଶିକ୍ଷାର୍ ବିକାଶ୍ ଦିଗେ ‘ମୋ କଲେଜ୍‌’

ମୋ ସ୍କୁଲ୍ ଅଭିଯାନ ଉତାରୁ ରାଏଜ୍‌ନେ ଉଚ୍ଚଶିକ୍ଷା ର୍ ଭିତ୍ତିଭୁମି ଆର୍ ପରିବେଶ୍ ର ବିକାଶ ଲାଗି ରାଜ୍ୟ ସରକାର୍ ଇହାଦେ ମୋ କଲେଜ୍ ଅଭିଯାନ ର ଶୁଭାରମ୍ଭ କରିଛନ୍ । ଶିକ୍ଷା ର ବିକାଶ୍ ଲାଗି ରାଜ୍ୟ ସରକାର୍ ଭିନ୍ ଭିନ୍ ଯୋଜନା ସବୁ ଆର୍‌ମ୍ଭ କରିଥିବାର୍ ବେଲ୍‌କେ ମୋ ସ୍କୁଲ୍ ଅଭିଯାନ୍ ଉତାରୁ…

ହୋଲି ଲାଗି କଡା ନିୟମ୍ ଲା୍‌ଗୁ କର୍‌ଲେ ରାଜ୍ୟ ସରକାର୍

କରୋନା ସଂକ୍ରମଣ ବଢୁଥିବାର୍ ଦେଖିକରି ରାଜ୍ୟ ସରକାର୍‌କଁର୍ ବୈଷୟିକ୍ କମିଟି ଆଡୁ ହୋଲି ଖେଲ୍ ଉପ୍‌ରେ କଟକଣା ଲଗାବାର୍ ଲାଗି ରାଜ୍ୟ ସରକାର୍‌କୁଁ ଚିଠି ଦେଇଥିଲେ । ରଙ୍ଗ୍ ଖେଲ୍ ନେ କରୋନା ସଂକ୍ରମଣ ବଢବାର୍ ଡର୍ ରହିଥିବାର୍ ନୁ ହୋଲି ପରବ୍ ଉପ୍‌ରେ ରୋକ୍ ଲଗେଇଛନ୍ ରାଜ୍ୟ ସରକାର୍ । କରୋନା…

ପରୀକ୍ଷା ନାଇ ଦେଇକରି ପାସ୍ କର୍‌ବେ ଛାତ୍ର ଛାତ୍ରୀ

କରୋନା ର୍ ସ୍ଥିତି ଧିରେ ଧିରେ ଫେର୍‌ଥରେ ବିଗଡିବାର୍ ନେ ଲାଗିଛେ । ଆର୍ ସେଥିର୍ ଲାଗି ଛୁଆ ମାନକଁର୍ ଭବିଷ୍ୟତ୍ ଆଗ୍‌କେ କାଣା ହେବା ସେତାକେ ନେଇକରି ଚିନ୍ତା ବଢିଛେ । ସବୁ ଶିକ୍ଷାନୁଷ୍ଠାନ୍ ମାନେ ରାଏଜ୍ ନେ ଖୁଲ୍‌ବାର୍ କେ ବସିଥିବାର୍ ବେଲ୍‌କେ ଫେର୍ ଥରେ କରୋନା ସଂକ୍ରମଣ ବଢିଥିବାର୍ ନୁ…

ଓଡିଶାକେ ବାତ୍ୟା ଆର୍ ମରୁଡି ମୁକାବିଲା ଲାଗି ମିଲ୍‌ବା ୯୦୦କୋଟି

ଓଡିଶା ସବୁବେଲେ ବାତ୍ୟା ଆର୍ ମରୁଡି ଲେଖେ ବହୁତ୍ ଟେ ପ୍ରାକୃତିକ୍ ବିପର୍ଯ୍ୟୟ ମାନକଁର୍ ସାମ୍ନା କରିଥିସି । ସେଥିର୍ ଲାଗି ଆଏବାର୍ ୫ ବରଷ୍ ଭିତ୍‌ରେ ରାଏଜ୍ କେ ମରୁଡି ମୁକାବିଲା କର୍‌ବାର୍ ଲାଗି ୧୦୦ କୋଟି ଆର୍ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ୍ ଲାଗି ୮୦୦ କୋଟି ଟକାଁ ର୍ ଅନୁଦାନ ମିଲ୍‌ବା ।…

ସମ୍ବଲପୁର୍ ନେ ଟିକା ନେଲେ ୬୧୨ ଜନ

ଶନିବାର୍ ଦିନ ସାରା ଦେଶ୍‌ନେ ଟିକାଦାନ୍ କରାଯାଇଥିବାର୍ ବେଲ୍‌କେ ସମ୍ବଲପୁର୍ ଜିଲ୍ଲା ନେ ଭିଲ୍ ଟିକାଦାନ୍ କରାଯାଇଛେ । ସମ୍ବଲପୁର ଜିଲ୍ଲା ର୍ ୭ଟା ଡାକ୍ତରଖାନା ସମ୍ବଲପୁର୍ ବଡ ଡାକ୍ତରଖାନା, ଭିମସାର୍ ବୁର୍ଲା ,କୁଚିଣ୍ଡା ଡାକ୍ତରଖାନା, ରେଢାଖୋଲ୍ ଡାକ୍ତର୍‌ଖାନା , ହୀରାକୁଦ୍ ଗୋଷ୍ଠୀ…

କାଲି ପ୍ରଧାନମନ୍ତ୍ରୀ କର୍‌ବେ ଟିକାଦାନ୍ ର ଶୁଭାରମ୍ଭ‌

କୋଭିଡ ଟିକାଦାନ୍ ର କାଲି ଶୁଭାରମ୍ଭ କର୍‌ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାର୍ ସାଙ୍ଗେ କୋ-ୱିନ୍ ଆପ୍ କେ ବି ଲୋକାର୍ପିତ୍ କର୍‌ବେ ବଲିକରି ନିତି ଆୟୋଗ୍ ର ସଦସ୍ୟ ଭିକେ ପଲ୍ ସୂଚନା ଦେଇଛନ୍ । ଶନିବାର୍ ଦିନ ଦେଶର୍ ୩ହଜାର୍ କେନ୍ଦ୍ର ନେ ଟିକାଦାନ୍ ଆରମ୍ଭ୍ କରାଯିବା । ପହେଲା ଥରନେ ୩…

ମେଟ୍ରିକ୍ ପରୀକ୍ଷା ର ଫି’ ଛାଡ୍ କର୍‌ଲେ ରାଜ୍ୟ ସରକାର୍

ଇ ବରଷ୍ ମେଟ୍ରିକ୍ ପରୀକ୍ଷା ଦେବାର୍‌କେ ଯାଉଥିବାର୍ ଛାତ୍ରଛାତ୍ରୀ ମାନକଁର୍ ଫି ଛାଡ୍ କରିଛନ୍ ରାଜ୍ୟ ସର୍‌କାର୍ । କରୋନା ମହାମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ ମାନେ ବନ୍ଦ୍ ରହେଲା ଉତାରୁ ଜାନୁଆରି ୮ନୁ କୋଭିଡ୍ ଗାଇଡଲାଇନ୍ କେ ମାନିକରି ମେଟ୍ରିକ୍ ଆର୍ +୨ ର ପାଠପଢା ମୂଲ୍ ହେଇଛେ ।…

ଝାରସୁଗୁଡା ନୁ ବେଙ୍ଗଲୋର୍ ,ମୁମ୍ବାଇ କେ ଉଡ୍‌ଲା ଉଡାଯାହାଜ

ଝାରସୁଗୁଡା ର ବୀର୍ ସୁରେନ୍ଦ୍ର ସାଏ ବିମାନ୍ ବନ୍ଦର୍ ନୁ ମୁମ୍ବାଇ ଆର୍ ବେଙ୍ଗଲୋର୍ କେ ବିମାନ୍ ଚଲାଚଲ୍ ଆରମ୍ଭ ହେଇଥିବାର୍ ବେଲ୍‌କେ ମଙ୍ଗଳବାର୍ ଦିନ ସ୍ପାଇସଜେଟ୍ ଉଡାଯାହାଜ୍ ମୁମ୍ବାଇ ନୁ ଝାରସୁଗୁଡା କେ ପହେଲା ଉଡିଥିଲା । ବୋଇଂ ୭୩୭ ସକାଲର୍ ୧୦ ନୁ ମୁମ୍ବାଇ ନୁ ବାହାରିକରି ସକାଲର୍…

ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ

ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍‌ନୁ ଅବସର୍ ନେଇଥିଲେ ।…

ଏସ୍ .ମୁରଲୀଧର୍‌କଁର୍ ଶପଥ୍ ପାଠ୍

ଓଡିଶା ହାଇକୋର୍ଟର୍ ମୁଖ୍ୟ ବିଚାର୍‌ପତି ହିସାବେ ଡ.ଏସ.ମୁରଲୀଧର୍ ଶପଥ ନେଇଛନ୍ । ତାକଁର୍ ଇ ଶପଥ ପାଠ୍ ଉତ୍ସବ ରାଜଭବନ୍ ଠାନେ ଅନୁଷ୍ଠିତ୍ ହେଇଥିଲା ଯେନଥି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାହାକୁଁ ଶପଥ୍ ପାଠ୍ କରେଇଥିଲେ । ମୁଖ୍ୟ ଶାସନ ସଚିବ୍ ସୁରେଶ୍ ଚନ୍ଦ୍ର ମହାପାତ୍ର ନିଯୁକ୍ତିପତ୍ର…